ରାଜ୍ୟ

ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ, କ୍ରିକେଟ ଏକାଡେମୀ ଚୁକ୍ତିନାମ ସ୍ବାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ l ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି l ନିକଟରେ ଭାରତ ଦିନିକିଆ ବିଶ୍ୱକପ ପରାଜିତ ହୋଇଥିବା ବେଳେ ଆଗକୁ T20 ବିଶ୍ୱକପ ରହିଛି l ଏହା ଉପରେ କଳିଙ୍ଗ ଟିଭିକୁ ପ୍ରତିକ୍ରିୟାରେ ରବି ଶାସ୍ତ୍ରୀ କହିଛନ୍ତି, ଆଗକୁ ବହୁତ ସମୟ ରହିଛି l

ସେହିପରି ବିରାଟ କୋହଲିଙ୍କୁ T20 ବିଶ୍ଵକପରେ ସାମିଲ କରିଯିବ ନା ନାହିଁ । ଏହା ଉପରେ ରବି ଶାସ୍ତ୍ରୀ କହିଛନ୍ତି, ସେନେଇ ଆଲୋଚନା ଚାଲିଛି । ୨୦୧୭ରୁ ୨୦୨୧ ଯାଏ ସେ ଥିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ତାଙ୍କ କୋଚିଂ ସମୟରେ ଭାରତୀୟ କ୍ରିକେଟ ଟିମ୍ ହୋମ୍ ଗ୍ରାଉଣ୍ଡ ଓ ବିଦେଶରେ ଅନେକ ସିରିଜ ଜିତିଥିଲା ।

Mgm school of sports ସହିତ ravi satri coaching beyond କ୍ରିକେଟ ଏକାଡେମୀ ଚୁକ୍ତିନାମ ସ୍ବାକ୍ଷରିତ ହୋଇଛି । ବର୍ତ୍ତମାନ ଓଡିଶା sports ହବରେ ପରିଣତ ହେଇଥିବା ବେଳେ ଆଜିର ଏହି ଚୁକ୍ତିନାମା ଫଳରେ ବିଶେଷ କରି କ୍ରିକେଟରେ ରାଜ୍ୟରୁ ଅନେକ ପ୍ରତିଭା ସମ୍ପନ ଖେଳାଳି ବାହାରିବେ l ଏହାକୁ ନଜରରେ ରଖି ଭୁବନେଶ୍ୱର ଠାରୁ ୩୦ କିମି ଦୂର କଟକ ସହରରେ mgm school sport ର କ୍ରିକେଟ ଏକାଡେମୀ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ରହିଥିବା ବେଳେ ଓଡ଼ିଶା କ୍ରିକେଟ ଆସୋସିଏସନ ବିଶ୍ୱାସ ରହିଛି ଏହି ଏକାଡେମୀରୁ ଆଗାମୀ ଦିନରେ ପ୍ରତିଭା ସମ୍ପନ୍ନ ଖେଳାଳି ବାହାରିବେ l ଆଇପିଏଲ ଖେଳିବା ସହିତ ଜାତୀୟ ଦଳରେ ଓଡ଼ିଶା ଖେଳାଳି ସାମିଲ ହେବା ସହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

Niharanjan

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago