ବାରିପଦା (କେନ୍ଯୁଜ୍) : ବାରିପଦା ସହରରେ ଘଟିଛି ଏହି ଘଟଣା। ପେରେଡ ପଡିଆ ଅ଼ଞ୍ଚଳର ସେକ ରାହଜନଙ୍କ ୨ ବର୍ଷର ପୁଅକୁ ଅଞ୍ଜନା ମହନ୍ତ ନାମକ ଜଣେ ମହିଳା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ସେକ୍ ରାଜନଙ୍କ ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲ ନିଆଯାଇଥିଲା। ସେଠାରେ ଅଞ୍ଜନା ନାମକ ଜଣେ ମହିଳା ନିଜକୁ ନର୍ସର ପରିଚୟ ଦେଇ ରହନଜନଙ୍କ ସ୍ତ୍ରୀ ସହ ବନ୍ଧୁତା ଜମାଇଥିଲେ। ଏପରିକି ତାଙ୍କ ଘରକୁ ମଧ୍ୟ ଯାଇଥିଲେ।
ଗତକାଲି ସଂନ୍ଧ୍ୟାରେ ଅଞ୍ଜନା ଘରକୁ ଯାଇ ପୁଅକୁ ନେଇ ପାଳାଇଥିଲେ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଚିକିତ୍ସାଳୟରେ ଲାଗିଥିବା ସିସିଟିଭିରୁ ମହିଳାଙ୍କ ଫଟୋ ନେଇ ତଦନ୍ତ କରୁଛି। ଟାଉନ ପୋଲିସର ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…
କଣ୍ଟାବାଞ୍ଜି(କେନ୍ୟୁଜ୍): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…
ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…
ମହାକାଳପଡ଼ା(କେନ୍ୟୁଜ୍): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…
ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…
ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…