ରାଜ୍ୟ

ମା’ ଉଗ୍ରତାରା ମନ୍ଦିର ଚୋରି ଘଟଣାରେ ୨ ଗିରଫ, ଜଙ୍ଗଲରୁ ଜବତ ହେଲା ଗହଣା

ଟାଙ୍ଗୀ : ମା’ ଉଗ୍ରତାରା ମନ୍ଦିର ଚୋରି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଜଙ୍ଗଲରୁ ଗହଣା ଜବତ ହୋଇଛି । ଅପରାଧୀଙ୍କୁ  କୋର୍ଟ ଚାଲାଣ କରିଛି ପୋଲିସ। ଗତ ଶନିବାର ବିଳମ୍ବିତ ରାତିରେ ମା’ ଉଗ୍ରତାରା ମନ୍ଦିରରୁ ମା’ ଙ୍କ ଗହଣା ଲୁଟ କରିଥିଲେ ଦୁର୍ବୃତ୍ତ। ପୋଲିସ ଏହାକୁ ଗୁରୁତର ସହ ନେଇଥିଲା । ବାଲୁଗାଁ ଏସଡିପିଓ ଇନ୍‌ଚାର୍ଜ ମିନାକ୍ଷୀ ଠାକୁରଙ୍କ ନେତୃତ୍ୱରେ ୩ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା।

ଏହା ପରେ ଲୁଟେରାମାନେ ମା’ ଙ୍କ ଗହଣାକୁ ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ତନାଘନା ପରେ ୨ ଚୋରଙ୍କୁ ପୋଲିସ ଗିରଫ କରିବା ସହ ଜଙ୍ଗଲରୁ ଗହଣା ଜବତ କରିଥିଲେ। ଦୁଇ ଅଭିଯକ୍ତ ନିରାକାରପୁର ଅଞ୍ଚଳର ବାଇଧର ପ୍ରଧାନ ଓ ସୁକାନ୍ତ ପ୍ରଧାନକୁ କୋର୍ଟ ଚାଲାଣ କରିଛି ପୋଲିସ।

ସେମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ଅନେକ ଚୋରି ମାମଲା ସହ ଟ୍ରେନ୍‌ରେ ମୋବାଇଲ ଚିନ୍‌ତାଇ ଅଭିଯୋଗ ରହିଛି। ଏନେଇ ଖୋର୍ଦ୍ଧା ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରେସମିଟରେ ସୂଚନା ଦେଇଛନ୍ତି। ଗହଣା ଗାଵତ ହୋଇଛି ଅପରାଧୀଙ୍କୁ

Niharanjan

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

9 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

15 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

45 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

52 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago