ନିଆଳି (କେନ୍ୟୁଜ୍) : ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ମିଳିଲା ନାହିଁ ଆଶାକର୍ମୀଙ୍କ ସହଯୋଗ । କହିଲେ କରୋନା ସଂକ୍ରମଣ ଭୟ ରହିଛି । ପୁଣି ଘରୋଇ କ୍ଲିନିକକୁ ଯିବା ଲାଗି ପରାମର୍ଶ ଦେଲେ । ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି । ସିଡିଏମ୍ଓ ଏ ସମ୍ପର୍କିତ ଅଭିଯୋଗ ପାଇବା ପରେ ନିଆଳି ଡାକ୍ତରଖାନା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯାହା ସୂଚନା ମିଳିଛି ସେହି ଅନୁସାରେ, ପହଙ୍ଗା ଗାଁର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କ ର ଲୋକେ ନିକଟସ୍ଥ ଆଶା ଦିଦିଙ୍କ ପାଖକୁ ଯାଇଥିଲେ । ତେବେ ଆଶା ଦିଦି ୧୦୨କୁ ଫୋନ୍ କରି ଦେଇ ନିଜେ ଯିବାକୁ ମନା କଲେ ଏବଂ ନର୍ସିଂହୋମ୍ ଯିବାକୁ ପ୍ରବର୍ତ୍ତାଇଲେ । ତେବେ ପ୍ରଥମେ ଗର୍ଭବତୀଙ୍କୁ ନିଆଳି ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…