ପାରାଦୀପ(କେନ୍ୟୁଜ୍) : ପାରାଦୀପ ବନ୍ଦରର ଐତିହାସିକ ରେକର୍ଡ। ୨୪ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରି ଏହି ରେକର୍ଡ ସୃଷ୍ଟି କରିବାରେ ପାରାଦୀପ ବନ୍ଦର ହେଉଛି ପ୍ରଥମ ବନ୍ଦର। ପୂର୍ବରୁ ୨୪ଘଣ୍ଟାର ୨୭ଟି ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଗତକାଲି ସକାଳ ୭ଟାରୁ ଆଜି ସକାଳ ୭ଟା ଭିତରେ ୩୦ଟି ଜାହାଜ ଚଳାଚଳ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଏହି ୨୪ଘଣ୍ଟାରେ ବନ୍ଦ ମଧ୍ୟକୁ ୧୦ଟି ଜାହାଜ ପ୍ରବେଶ କରିଥିବା ବେଳେ ୯ଟି ଜାହାଜ ପ୍ରସ୍ଥାନ କରିଛି। ୩ଟି ଜାହାଜ ସିପଟିଙ୍ଗ ହୋଇଥିବା ବେଳେ ୮ଟି ସପୋଟ୍ ଭେସେଲ ହ୍ୟାଣ୍ଡେଲ କରାଯାଇଛି। ବନ୍ଦର ମଧ୍ୟକୁ ୩୯ଟି ଜାହାଜ ପ୍ରବେଶ କରିବା ପାଇଁ ଏବେ ଅପେକ୍ଷାରେ ଅଛନ୍ତି ବୋଲି ବନ୍ଦରର ଉପ ସଂରକ୍ଷକ କ୍ୟାପଟେନ୍ ଅତୁଲ୍ୟ ମହାପାତ୍ର ସୂଚନା ଦେଇଛନ୍ତି। ଗତବର୍ଷ ୧୦୯ ମିଲିୟନ୍ ଟନ୍ ପଣ୍ୟ କାରବାର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପାରାଦୀପ ବନ୍ଦର ଚଳିତ ବର୍ଷ ୧୨୦ ମିଲିୟନ୍ ଟନ୍ ପଣ୍ୟ କାରବାର କରି ଏକ ନମ୍ବର ବନ୍ଦର ହେବାର ଲକ୍ଷ୍ୟ ରଖିଛି ପାରାଦୀପ ବନ୍ଦର।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…