ରାଜ୍ୟ

କେମିତି ଓ କେଉଁ ପରିସ୍ଥିତିରେ ଫାଟିଲା ଗ୍ୟାସ୍‌ ପାଇପ୍‌ ଲାଇନ୍‌ କମ୍ପ୍ରେସର ? ଖୋଳତାଡ ଚଳାଇଛି ଇଟାମାଟି ଥାନା ପୋଲିସ

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ରେ ଗ୍ୟାସ ପାଇପ୍‌ କମ୍ପ୍ରେସର ଫାଟି ୨ ଶ୍ରମିକଙ୍କର ମୃତ୍ୟୁ ଘଟଣାର ଖୋଳତାଡ । କେମିତି ଓ କେଉଁ ପରିସ୍ଥିତିରେ ଫାଟିଲା ଗ୍ୟାସ୍‌ ପାଇପ୍‌ ଲାଇନ୍‌ କମ୍ପ୍ରେସର ? ଇଟାମାଟି ଥାନା ପୋଲିସ ତଦନ୍ତ ଚଳାଇଛି । ଗତକାଲି ସୁନାଲଟି ନିକଟରେ ଗ୍ୟାସ୍‌ ପାଇପ୍‌ ନିର୍ମାଣ କାମ ଚାଲୁଥିବା ବେଳେ କମ୍ପ୍ରେସର ଫାଟିଥିଲା ।

ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ୩ ଜଣ । ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ମୃତ ଦୁଇ ଶ୍ରମିତ ହେଲେ ମହାରାଷ୍ଟ୍ରର ସୋନୁ ଓ ବିଜୟ ଗାଙ୍ଗୁଲି । ତାଳଚେରରୁ ଶ୍ରୀକାକୁଲମ୍‌ ଯାଏ ଗ୍ୟାସ ପାଇପ୍‌ କାମ ହେଉଥିବା ବେଳେ ଏହାର ନିର୍ମାଣ କରୁଛି ଗେଲ୍‌ ଇଣ୍ଡିଆ ।

 

KNews Bureau

Recent Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

8 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

12 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

12 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

12 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

12 hours ago