ଭୁବନେଶ୍ବର: ଓଡ଼ିଶାରେ କେତେ ଅଛନ୍ତି ଫିସିଂ କ୍ୟାଟ୍ ବା ମାଛରଙ୍କା ବିରାଡି । ବିରଳ ପ୍ରଜାତିର ବିଲୁପ୍ତ ପ୍ରାୟ ଏହି ପ୍ରାଣୀର ଆକଳନ କରାଯାଉଛି । ଏହା ଉପରେ ଅଧ୍ୟୟନ କରାଯାଉଛି ।
ପ୍ରଥମ ଥର ପାଇଁ ସଂରକ୍ଷିତ ଅଞ୍ଚଳ ବାହାରେ ଗଣନା ହେଉଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି । ଜନସଂଖ୍ୟା ଆକଳନ କରିବା ପାଇଁ ୧୦୦ଟି କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାରୁ ଗତକାଲି ଫିସିଂ କ୍ୟାଟ୍ଙ୍କ କିଛି ଫଟୋ ମଧ୍ୟ ନିଆଯାଇଛି ।
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…