ଜଳେଶ୍ବର (କେନ୍ୟୁଜ): ଓଡିଶା- ପଶ୍ଚିମବଙ୍ଗ ଦିଘା ମୁହାଣରେ ମତ୍ସ୍ଯଜିବୀଙ୍କ ଜାଲରେ ଲାଗିଛି ବିଶାଳ ଦୈତ୍ୟାକୃତ୍ତିର ଚିଲ ଶଙ୍କର ମାଛ। ମା ଦୁର୍ଗା ନାମକ ଏକ ଟ୍ରଲର ରେ ଏହି ବିଶାଳକାୟ ମାଛ ଟିକୁ ଅଣାଯାଇ ଦୀଘା ମତ୍ସ୍ଯ ନିଲାମ କେନ୍ଦ୍ର ରେ ନିଲାମ କରା ଯାଇ ଥିଲା ।
ଏହି ବିଶାଳ ଦୈତାକୃତି ଚିଲ ଶଙ୍କର ମାଛ ଟିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ ହୋଇଥିବା ବେଳେ ମାଛଟିକୁ କଲିକତାର ଏକ କମ୍ପାନୀ ୨୦ ହଜାର ଟଙ୍କାରେ କିଣିଥିବା ଜଣା ପଡିଛି। ଏହି ବିଶାଳ ଆକୃତିର ମାଛଟିକୁ ଦେଖିବା ଏବଂ ଫୋଟ ଉଠାଇବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ଯଟକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…