ଖୋର୍ଦ୍ଧା(କେନ୍ୟୁଜ୍): ପୁଣି ନାଳରେ ଭାସିଲା ସରକାର ଯୋଗାଉଥିବା ମେଡିସିନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ରାଜା ବଜାର ଅଞ୍ଚଳରେ। ରାଜା ବଜାର ମୁଖ୍ୟ ନାଳରେ ମେଡିସିନ ଗୁଡିକ ଭାସୁଥିବାର ଦେଖିବାକୁ ମିଳିଥିଲା। ଆଜି ଜୋରରେ ବର୍ଷା ହେବା କାରଣରୁ ନାଳ ଜାମ୍ ହୋଇ ମେହିସିନ ବସ୍ତାଟି ବାହାରକୁ ବାହାରି ଆସିଥିଲା। ସେହି ଅଚଳରେ କାବୁଲି ମହାରଣା ନାମକ ଜଣେ ବ୍ୟକ୍ତି ଏହାକୁ ଦେଖିବାକୁ ପାଇଥିଲେ ।
ନାଳରେ ମେଡିସିନ ଭାସୁଥିବାର ଦେଖି କାବୁଲି ତାହାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଏତେଗୁଡାଏ ମେଡିସିନ କିଏ ଓ କେଉଁଠୁ ଆଣି ପକାଇଛି ତାହାକୁ ଜଣାପଡିନଥିବା ବେଳେ ଏ ସଂକ୍ରାନ୍ତରେ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…