ଜଳେଶ୍ୱର(କେନ୍ୟୁଜ): ଜଘନ୍ୟ ହତ୍ୟା । ସ୍ତ୍ରୀ ହନ୍ତାର ବର୍ବର କାଣ୍ଡ । ସ୍ତ୍ରୀକୁ ପିସ୍ ପିସ୍ କରି କାଟିଲା । ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ମାମା ଦାସ । ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ଦାସ ଓ ଶ୍ୱଶୁର ଘର ଲୋକ ଫେରାର୍ ଅଛନ୍ତି । ବାପଘର ଲୋକ ଅଖାରେ ଭର୍ତ୍ତି ଥିବା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । କାହିଁକି ସ୍ତ୍ରୀକୁ ଏଭଳି ନିର୍ମମ ହତ୍ୟା କଲା ସ୍ୱାମୀ ? ଦାମ୍ପତ୍ୟ ଜୀବନରେ କଳହ ନା ପାରିବାରିକ ଅଶାନ୍ତି ? ସ୍ୱାମୀ ଏତେ ନିଷ୍ଠୁର ହେଲା କେମିତି ? ଯାହାକୁ ସାତଜନ୍ମର ସାଥି କରିଥିଲା ତାକୁ ମାରିବାକୁ ହାତ ଗଲା କେମିତି ? ଏମିତି କଣ ହେଲା ଯେ ମାମାଙ୍କୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବରେ ହତ୍ୟା କଲା ସ୍ୱାମୀ । ଅଧିକ ଖୋଳତାଡ କରୁଛି ବସ୍ତା ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି ।
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…
ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…