ଭୁବନେଶ୍ୱର(କେନ୍ୟୁଜ୍): ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣାରେ ଚାଲିଛି ତଦନ୍ତ। ଶୁଭଶ୍ରୀଙ୍କ ମୋବାଇଲକୁ ରାଜ୍ୟ ଫରେନସିକ ଲାବକୁ ପଠାଇବ ପୋଲିସ୍। ମୋବାଇଲ ନମ୍ବରର ସିଡିଆର ଯାଞ୍ଚ କରାଯିବ।
ଶେଷରେ ସେ କାହାକୁ କଲ କରିଥିଲେ, କେତେ ସମୟ କଥା ହୋଇଥିଲେ ରିପୋର୍ଟ ଆସିଲେ ଜଣାପଡିବ। ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଆପେକ୍ଷା କରିଛି ପୋଲିସ୍। ଆଜି ଆଖ ପାଖ ପଡୋଶୀ ଓ ଘର ମାଲିକଙ୍କ ବୟାନ ରେକର୍ଡ କରିବ ପୋଲିସ୍। ଶାସ୍ତ୍ରୀ ନଗରର ସମସ୍ତ ସିସିଟିଭିକୁ ଯାଞ୍ଚ କରିବ ପୋଲିସ୍। ଶୁଭଶ୍ରୀଙ୍କୁ କିଏ ହତ୍ୟା କଲା ଏବେ ବି ରହସ୍ୟ ହୋଇ ରହିଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…