ଭୁବନେଶ୍ବର(କେନ୍ୟୁଜ୍) : ଜଏଣ୍ଟ ଇଂଜିନିୟରିଂ ଏଣ୍ଟ୍ରାନସ୍ (ଜେଇଇ) ରେଜିଷ୍ଟ୍ରେସନ୍ ତାରିଖ ଓଡ଼ିଶାର ପିଲାମାନଙ୍କ ପାଇଁ ୫ ଦିନ ବୃଦ୍ଧି ହୋଇଛି। କିଛି ଘଣ୍ଟା ପୂର୍ବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କକେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟର୍ ଜରିଆରେ ଅନୁରୋଧ କରିଥିଲେ। ଏବେ ଏବେ ଏହାର ଟ୍ବିଇଟ ଯୋଗେ ଉତ୍ତର ଦେଇଛନ୍ତି ଜାଭେଡକର। ଓଡ଼ିଶା ପିଲାମାନଙ୍କ ପାଇଁ ରେଜିଷ୍ଟ୍ରେସନ୍ ଅବଧୀ ମେ’ ମାସ ୧୪ ଯାଏଁ ରହିଛି। ପୁର୍ବରୁ ମେ’ ୩ରୁ ୯ ଯାଏଁ ରେଜିଷ୍ଟ୍ରେସନ୍ ଦିନ ଧାର୍ୟ୍ୟ ଥିଲା। ଯାହାକୁ ଏବେ ୧୪ ମେ ଯାଏଁ କରାଯାଇଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…