ଭୁବନେଶ୍ୱର: ତିନି ମାସ ଯାଏ ଝାରସୁଗୁଡା-ଭୁବନେଶ୍ୱର ବିମାନ ବାତିଲ୍ । ଆସନ୍ତା ମାର୍ଚ୍ଚ ୨୯ରୁ ୩ ମାସ ଯାଏ ଝାରସୁଗୁଡାରୁ ଭୁବନେଶ୍ୱରକୁ ବିମାନ ଉଡାଣ ବନ୍ଦ ରହିବ । ଭୁବନେଶ୍ୱର ବିମାନ ବନ୍ଦରରେ ନୋଟାମ୍ ଲାଗୁ କରାଯାଇଥିବାରୁ ବିମାନ ସେବାକୁ ବନ୍ଦ କରାଯାଇଛି । ତେବେ ବିମାନ ଚଳାଚଳ ୩ ମାସ ବନ୍ଦ ରହିଲେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ଯାତ୍ରୀ ।
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…