Below header

ଆସନ୍ତା ମାର୍ଚ୍ଚ ୨୯ରୁ ୩ ମାସ ଯାଏ ଝାରସୁଗୁଡାରୁ ଭୁବନେଶ୍ୱରକୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ତିନି ମାସ ଯାଏ ଝାରସୁଗୁଡା-ଭୁବନେଶ୍ୱର ବିମାନ ବାତିଲ୍‌ । ଆସନ୍ତା ମାର୍ଚ୍ଚ ୨୯ରୁ ୩ ମାସ ଯାଏ ଝାରସୁଗୁଡାରୁ ଭୁବନେଶ୍ୱରକୁ ବିମାନ ଉଡାଣ ବନ୍ଦ ରହିବ । ଭୁବନେଶ୍ୱର ବିମାନ ବନ୍ଦରରେ ନୋଟାମ୍‌ ଲାଗୁ କରାଯାଇଥିବାରୁ ବିମାନ ସେବାକୁ ବନ୍ଦ କରାଯାଇଛି । ତେବେ ବିମାନ ଚଳାଚଳ ୩ ମାସ ବନ୍ଦ ରହିଲେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.