ରାଜ୍ୟ

କଳାହାଣ୍ଡି: ମହଙ୍ଗା ପଡିଲା କର୍ତ୍ତବ୍ୟରେ ଅବହେଳା, ନିଲମ୍ବିତ ହେଲେ ଉପଜିଲ୍ଲାପାଳ ଅନୀଷା ଦାସ

କଳାହାଣ୍ଡି(କେନ୍ୟୁଜ୍): ମହଙ୍ଗା ପଡିଲା କର୍ତ୍ତବ୍ୟରେ ଅବହେଳା କରିବା । ନିଲମ୍ବିତ ହେଲେ କଳାହାଣ୍ଡିର ଉପଜିଲ୍ଲାପାଳ ଅନୀଷା ଦାସ। ପୂର୍ବରୁ ସେ ମୟୂରଭଞ୍ଜର ତହସିଲଦାର ଭାବେ ଦାୟିତ୍ବ ନିର୍ବାହ କରିଥିଲେ। କିଛି ଦିନ ହେବା ଉପଜିଲ୍ଲାପାଳ ହୋଇ କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଥିଲେ । କିନ୍ତୁ ଉପଜିଲ୍ଲାପାଳ ପଦବୀରେ ଥାଇ ସରକାରୀ ଦାୟିତ୍ବକୁ ସୁଚାର ରୂପେ ତୁଲାଇ ନପାରିବା ଓ ଚାକିରିରେ ଥାଇ ସମ୍ପୂର୍ଣ୍ଣ ସଚ୍ଚୋଟତା ପ୍ରଦର୍ଶନ ନ ନକରି ପାରିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନିଲମ୍ବନ ଆଦେଶ ପତ୍ରରେ ଉଲ୍ଲେଖ ରହିଛି। ଏହି  ସମୟ ମଧ୍ୟରେ ସେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସରକାରୀ ବାସ ଭବନ ଛାଡି କୁଆଡେ ଯାଇପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି ।

Sasmita

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

14 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

16 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

22 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

31 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

31 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

49 mins ago