ବ୍ୟବସାୟ ଓ ଅର୍ଥନୀତି

ଲୋକସଭାରେ ଚାକିରି ସୁଯୋଗ, ଆବେଦନ କରିବାକୁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତର ସଂସଦ, ଲୋକସଭାରେ ଖାଲି ପଡ଼ିଛି ଏକାଧିକ ପଦବୀ। ଏନେଇ ବିଜ୍ଞାପନ ଜାରି କରାଯାଇଛି। ବିଜ୍ଞାପନ ମୁତାବକ ଲୋକସଭାରେ ୪୭ ପଦ ପାଇଁ ନିଯୁକ୍ତି ବାହାରିଛି। ମାତ୍ର ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଆଉ ସମୟ ନାହିଁ। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆସନ୍ତାକାଲି ବା ୨୭ ଜୁଲାଇ ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ବିବରଣୀ…

ଅଫଲାଇନ୍‌ ଆବେଦନର ଶେଷ ତାରିଖ– ୨୭ ଜୁଲାଇ ୨୦୨୦

ପଦ ସଂଖ୍ୟା– ୪୭

ପଦ ନାମ– ଟ୍ରାନ୍ସଲେଟର

ଶିକ୍ଷାଗତ ଯୋଗ୍ୟତା– ଇଂରାଜୀରେ ମାଷ୍ଟର ଡିଗ୍ରୀ ଓ ହିନ୍ଦୀରେ ସ୍ନାତକୋତ୍ତର ଡିଗ୍ରୀ

ବୟସ ସୀମା– ସର୍ବାଧିକ ୨୭ ବର୍ଷ

ଏମିତି କରନ୍ତୁ ଆବେଦନ– ଇଚ୍ଛୁକ ପ୍ରାର୍ଥୀ ୨୭ ଜୁଲାଇ ୨୦୨୦ କିମ୍ବା ତା’ ପୂର୍ବରୁ ଭାରତ ସଂସଦ ଓ ଲୋକସଭା ପୋଷ୍ଟ ପାଇଁ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିସାରିବା ପରେ ଦରକାରୀ କାଗଜପତ୍ରକୁ ସ୍କାନ୍‌ କରି recruitment-lss@sansad.nic.in ଏହି ମେଲ ଆଇଡିକୁ ପଠାଇଦିଅନ୍ତୁ।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

4 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago