ନୂଆଦିଲ୍ଲୀ (କେନ୍ୟୁଜ୍) : ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ଫେଲୋସିପ୍। ଗତ ୯ ତାରିଖରୁ ଏହା ଆରମ୍ଭ ହୋଇଥିଲା। କିଟ୍-କିସ୍ ଓ ସିଙ୍ଗାପୁରର ବ୍ରିଜ୍ ଅନୁଷ୍ଠାନ ମିଶି ୪ ବର୍ଷ ତଳୁ ଏହି ଫେଲୋସିପ୍ ଆରମ୍ଭ କରିଥିଲେ । ଚଳିତ ବର୍ଷ ଏଥିରେ ସାମିଲ ହୋଇଛି ସେବା ଇଣ୍ଟରନ୍ୟାସନାଲ। କଳିଙ୍ଗ ଫେଲୋସିପ୍ ପ୍ରଥମେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ଏହାପରେ ହାଇଦ୍ରାବାଦ୍ରେ ଓ ଏଥର ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଫେଲୋସିପ୍ର ମୁଖ୍ୟ ଉଦ୍ଦେଶ୍ୟ, ମହିଳା ସୁରକ୍ଷା। ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି କରିବା। ଏହି ଫେଲୋସିପ୍ କାର୍ଯ୍ୟକ୍ରମରେ ୪୦ଟି ଦେଶରୁ ପ୍ରତିନିଧି ଯୋଗ ଦେଇଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…