ଖୋର୍ଦ୍ଧା(କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମ ଜେନା। ଖୋର୍ଦ୍ଧାରେ ବେଆଇନ ପଥର ଖଣି ମାଫିଆଙ୍କ ସହ ସଂପର୍କ ନେଇ ତାଙ୍କୁ ଏସଟିଏଫ ନୋଟିସ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ପାଇଁ ହୋଇଥିଲା ନୋଟିସ। ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ମନୋନୀତ ହୋଇଥିଲେ ବିକ୍ରମ ଜେନା। କ୍ରାଇମବ୍ରାଞ୍ଚ ନୋଟିସ ପରେ ତାଙ୍କୁ ମିଳିନଥିଲା ରାଷ୍ଟ୍ରପତି ପୋଲିସ ପଦକ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…