ଭୁବନେଶ୍ୱର(କେନ୍ୟୁଜ୍) : ନିରନ୍ତର ଗୁଣାତ୍ମକ ଶିକ୍ଷାଦାନ ପାଇଁ କିସ୍କୁ ମିଳିଛି ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ-୨୦୨୦ । କାଇଟ ଏଜୁକେସନ ଦ୍ୱାରା ଅନଲାଇନରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଏଜୁକେସନ ଆୱାର୍ଡ ସମ୍ମିଳନୀରେ କିସ୍କୁ ଏହି ସମ୍ମାନ ଗତ ଡିସେମ୍ବର ୧୯ ତାରିଖରେ ପ୍ରଦାନ କରାଯାଇଛି ।
କିସ୍ ର ଶିକ୍ଷକ ପିଏଚଡି ସ୍କଲାର ଲିଙ୍ଗରାଜ ରାୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କିସ୍ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏପରିକି କରୋନା ମହାମାରୀ ସମୟରେ ଅନଲାଇନରେ ଓ କଳିଙ୍ଗ ଟିଭି ଜରିଆରେ ପିଲାମାନଙ୍କୁ ନିରନ୍ତର ଶିକ୍ଷାଦାନ ଜାରି ରଖିଛି । ଏହି ସଫଳତାରେ ଲିଙ୍ଗରାଜ ରାୟଙ୍କୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି ।.
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…