ଖୋର୍ଦ୍ଧା (କେନ୍ୟୁଜ୍) : ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଠାରେ ନିର୍ମାଣାଧୀନ ବାର ଆଣ୍ଡ ରେଷ୍ଟୁରାଣ୍ଟ କୁ ସ୍ଥାନୀୟ ବସ୍ତି ବାସ୍ତିନ୍ଦା ତୀବ୍ର ବିରୋଧ କରିଛନ୍ତି। କଳିଙ୍ଗ ସେନାର ସଭାପତି ନେତୃତ୍ବରେ ଶତାଧିକ ମହିଳା, ପୁରୁଷ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ସହ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି। ସଂପୃକ୍ତ ବାର ଆଣ୍ଡ ରେଷ୍ଟୁରାଣ୍ଟ ଶହେ ମିଟର ପରିଧି ମଧ୍ଯରେ ମନ୍ଦିର, ସ୍କୁଲ ଓ ବସ୍ତି ରହିଛି। ଏଠାରେ ଏହା ଖୋଲିଲେ ଅସାମାଜିକ କାର୍ଯ୍ଯକଳାପ ବୃଦ୍ଧି ପାଇବା ସହ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେବା ସମ୍ଭାବନା ରହିଛି।
ଏଠାରେ ବାର ଆଣ୍ଡ ରେଷ୍ଟୁରାଣ୍ଟ ପାଇଁ ଅନୁମତି ଦେବା ପୂର୍ବ ରୁ ସ୍ଥାନୀୟ ବାସିନ୍ଦାଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ। ଏ ସମ୍ପର୍କିତ ନୋଟିସ ମଧ୍ୟ କରାଯାଇନାହିଁ। ବସ୍ତି ବାସିନ୍ଦାଙ୍କ ସମୁହ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଓ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…
ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…
ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…
ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…
ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…
ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ । ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…