ଭୁବନେଶ୍ବର(କେନ୍ଯୁଜ୍): ଅଟୋରେ ଆସି ବୁଲେଟ୍ ଲୁଟିନେଲେ ଲୁଟେରା। ଗତକାଲି ରାତିରେ ଦୁଇ ଲୁଟେରା ଆସି ବୁଲେଟ୍ ଲୁଟିନେଇଥିବାର ଫୁଟେଜ CCTVରେ କଏଦ୍ ହୋଇଛି। ଜଣେ ବ୍ୟକ୍ତି ବାହାରେ ଅପେକ୍ଷା କରି ରହିଥିବା ବେଳେ, ଅନ୍ୟ ଜଣେ ପୋଟିକୋ ଭିତରେ ପଶି ବୁଲେଟ୍ର ଲକ୍ ଭାଙ୍ଗି ଲୁଟି ନେଇଛନ୍ତି।
ବୁଲେଟ୍ ନେବା ସହ ହେଲମେଟ୍ ବି ନେଇଗଲେ ଲୁଟେରା। ଲୁଟ୍ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲେ ବୁଲେଟ ମାଲିକ। ସିସିଟିଭି ଫୁଟେଜ୍ ଅଫିସ ନମ୍ବରରେ ପଠାଯାଇଛି।
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…