ଅଟୋରେ ଆସି ବୁଲେଟ୍‌ ଲୁଟିନେଲେ ଲୁଟେରା, CCTVରେ କଏଦ୍‌ ହେଲା ଭିଜୁଆଲ୍

ଭୁବନେଶ୍ବର(କେନ୍ଯୁଜ୍): ଅଟୋରେ ଆସି ବୁଲେଟ୍‌ ଲୁଟିନେଲେ ଲୁଟେରା। ଗତକାଲି ରାତିରେ ଦୁଇ ଲୁଟେରା ଆସି ବୁଲେଟ୍‌ ଲୁଟିନେଇଥିବାର ଫୁଟେଜ CCTVରେ କଏଦ୍‌ ହୋଇଛି। ଜଣେ ବ୍ୟକ୍ତି ବାହାରେ ଅପେକ୍ଷା କରି ରହିଥିବା ବେଳେ, ଅନ୍ୟ ଜଣେ ପୋଟିକୋ ଭିତରେ ପଶି ବୁଲେଟ୍‌ର ଲକ୍‌ ଭାଙ୍ଗି ଲୁଟି ନେଇଛନ୍ତି।

ବୁଲେଟ୍‌ ନେବା ସହ ହେଲମେଟ୍‌ ବି ନେଇଗଲେ ଲୁଟେରା। ଲୁଟ୍‌ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲେ ବୁଲେଟ ମାଲିକ। ସିସିଟିଭି ଫୁଟେଜ୍‌ ଅଫିସ ନମ୍ବରରେ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.