ରାଜ୍ୟ

ରାଜଧାନୀରେ ସ୍ମାର୍ଟ ଲୁଟେରା: OLXରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍

ଭୁବନେଶ୍ବର: ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ୍‌ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚି ଯାଉଥିଲା ସ୍ମାର୍ଟ ଚୋର । ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍‌ । ରାଜଧାନୀରେ ମାତିଛନ୍ତି ଏଭଳି ସ୍ମାର୍ଟ ଲୁଟେରା । ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ OLXରେ ବିଜ୍ଞାପନ ଦେଇଥିଲେ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚିଥିଲା ଲୁଟେରା । ଟେଷ୍ଟ ଡ୍ରାଇଭ କରିବା ବାହାନାରେ ଗାଡ଼ି ଧରି ଫେରାର ହୋଇଯାଇଥିଲା ସ୍ମାର୍ଟ ଚୋର ।

ଥାନାରେ ଏତଲା ଦେବା ପରେ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସ । ପଚରାଉଚରା ବେଳେ ସାମନାକୁ ଆସିଛି ସାଂଘାତିକ ସତ । OLXରେ ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରିଥାଏ । ଫୋନରେ କଥା ହୋଇ ଠିକଣା ଜାଗାରେ ପହଁଚି ଯାଏ ଲୁଟେରା । ପରେ ଟେଷ୍ଟ ଡ୍ରାଇଭ କରି ଗାଡି ଲୁଟି ନେଉଥିଲା । ତାଠରୁ ୧୧ଟି ଗାଡ଼ି ଧରାପଡ଼ିଛି । ଏହି ଚୋରା ଗାଡିକୁ ନେଇ ଲୋକଙ୍କୁ ଅଳ୍ପ ଟଙ୍କାରେ ବିକୁଥିଲା ଚୋର ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago