ରାଜ୍ୟ

ନିଶାରେ ଚୁର୍‌ ପ୍ରେମୀ ଯୁଗଳ, ଗାଡିକୁ ଟ୍ରେନ୍‌ ପ୍ଲାଟଫର୍ମରେ ପୁରାଇ ଦେଲେ

ଭୁବନେଶ୍ବର(କେନ୍ୟୁଜ୍): ନିଶାସକ୍ତ ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଚୁର୍‌ ଥିବା ବେଳେ ଗାଡିକୁ ଟ୍ରେନ୍‌ ପ୍ଲାଟଫର୍ମରେ ପୁରାଇ ଦେଲେ । ରାଜଧାନୀ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ରେ ଘଟିଛି ଏଭଳି ଘଟଣା । କାର୍‌ର କିଛି ଅଂଶ ଫ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ବାହାରକୁ ରହିଥିଲା । ଟ୍ରେନ୍‌ ଟ୍ରାକ୍‌ ଆଡ଼କୁ ଝୁଲିକି ରହିଥିଲା କାର୍‌ ।

କାର୍‌କୁ ଉଦ୍ଧାର କରିଥିଲା ଆରପିଏଫ୍‌ । କାର୍‌ ଭିତରୁ ବାହାରିଥିଲେ ଦୁଇ ଜଣ ଯୁବକ ଯୁବତୀ । ଗାଡି ଭିତରୁ ମଦ ବୋତଲ ମିଳିଥିଲା । ସେମାନଙ୍କ ବିରୋଧରେ ଆରପିଏଫ୍‌ରେ ମାମଲା ରୁଜୁ ହୋଇଛି । ମାର୍ଚ୍ଚ ୩୧ ତାରିଖ ରାତିର ଘଟଣା

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

26 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

36 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

45 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago