ନୂଆପଡା (କେନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର । ଗାଁ ରୁ ସହର ଉତ୍ସବ ମୁଖର । ମୟୂରଭଞ୍ଜ ଜିଲ୍ଲାର ମକର ସଂକ୍ରାନ୍ତି ସାଙ୍ଗକୁ ଟୁସୁ ପର୍ବ ଏକ ନିଆରା ପର୍ବ । କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଟୁସୁ ପର୍ବକୁ ୩ଦିନ ଧରି ଧୁମଧାମରେ ପାଳନ କରିଥାନ୍ତି । ନୂଆ ପୋଷାକ ପରିଧାନ କରିବା ସହ ପିଠା ପଣାର ଆସର ଜମେ ଘରେ ଘରେ। ଟୁସୁ ଦେବୀଙ୍କ ମୁର୍ତ୍ତିକୁ ପୂଜା କରି ନାଚ ଗୀତରେ ସମସ୍ତେ ଝୁମିଥାନ୍ତି। ଟୁସୁ ଦେବୀ ଏହି କୁଡୁମୀ ସମ୍ପ୍ରଦାୟର ପ୍ରତୀକ ଦେବୀ ରୁପେ ପୂଜ ପାଆନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ବାଘମାରା ପଞ୍ଚାୟତରେ ଦୀର୍ଘ ୨୮ବର୍ଷ ଧରି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ସ୍ଥାନୀୟ ଲୋକେ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…