କେନ୍ଦୁଝର(କେନ୍ୟୁଜ୍): ଏବେବି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରୋଗ ହେଲେ ଡାକ୍ତରଖାନ ଯିବା ବଦଳରେ ଚେଙ୍କ ନେଇ ଭଲ ହେବାକୁ ଚେଷ୍ଟା କରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ପଞ୍ଚାୟତର ଉରୁମୁଣ୍ଡା ଗାଁରେ । ଏହି ଉରୁମୁଣ୍ଡା ଗାଁରେ ରହନ୍ତି ୪୦ ବର୍ଷୀୟ ଭଗବାନ ପେଣ୍ଠେଇ ତାଙ୍କ ପତ୍ନୀ ଓ ୩ ପୁଅ ଝିଅ।
ଭଗବାନ OMC ଖଣିରେ କାମ କରି ପରିବାର ପତିପୋଷଣ କରନ୍ତି । ହେଲେ ସେ କିଛିଦିନ ତଳେ ପେଟବଥାର ଶିକାର ହେବାପରେ ସେ ନିଜ ପେଟରୋଗ ଠାରୁ ଉପଶମ ପାଇଁ ଛାତି ଓ ପେଟରେ ୧୦୦ ରୁ ଉର୍ଦ୍ଧ ଚେଙ୍କ ନେଇଛନ୍ତି । କିନ୍ତୁ ଭିତରେ ପେଟରେ ବଥା ସାଙ୍ଗକୁ ବାହାରେ ଚେଙ୍କର ବ୍ୟଥା କଷ୍ଟକୁ ୨ ଗୁଣିତ କରିପକାଇଛି । ଏଭଳିସ୍ଥିତିରେ ସେ କିପରି ଉପଯୁକ୍ତ ଚିକିତ୍ସା ପାଇବେ ସେହି ଅପେକ୍ଷାରେ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…