Categories: ରାଜ୍ୟ

ଭଳିକି ଭଳି ଆମ୍ବର ସମ୍ଭାର, ସମ୍ବଲପୁରରେ ଓରମାସ୍‌ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ୍‌

ସମ୍ବଲପୁର(କେନ୍ୟୁଜ୍): ଭଳିକି ଭଳି ଆମ୍ବର ସମ୍ଭାର। ଆମ୍ରପଲ୍ଲୀ,ନୀଲମ୍‌,ଦେଶାରୀ, କଲମୀ ଭଳି ଆମ୍ବ ଷ୍ଟଲରେ ପଡିଛି। ସମ୍ବଲପୁରରେ ଓରମାସ୍‌ ପକ୍ଷରୁ ଆରମ୍ଭ ହୋଇଛି ମ୍ୟାଙ୍ଗୋ ଫେଷ୍ଟିଭାଲ୍‌। ଜିଲ୍ଲାର ଆମ୍ବ ଚାଷୀ ଆମ୍ବ ଆଣି ୧୫ଟି ଷ୍ଟଲ ଖୋଲିଛନ୍ତି। ଏହି ଆମ୍ବ, ମଦର୍ସ ଡାଏରୀ ଦ୍ୱାରା ଦିଲ୍ଲୀକୁ ରପ୍ତାନୀ କରାଯାଉଛି ବୋଲି ଓରମାସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ମେଙ୍ଗୋ ଫେଷ୍ଟିଭାଲ୍‌ରୁ ସମ୍ବଲପୁରବାସୀ ମଧ୍ୟ ଆମ୍ବ କିଣିପାରିବେ। ଜୈବିକ ସାର ଦେଇ ଆମ୍ବ ଚାଷ କରୁଥିବା, ଚାଷୀମାନେ କହିଛନ୍ତି। ଓରମାସ୍‌ର ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ଆମ୍ବ ଚାଷ ପ୍ରତି ଲୋକେ ଆକୃଷ୍ଟ ହେବେ ବୋଲି ଆଶା ।

KNews Bureau

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

8 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

17 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

17 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

35 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

35 mins ago