ସମ୍ବଲପୁର(କେନ୍ୟୁଜ୍): ଭଳିକି ଭଳି ଆମ୍ବର ସମ୍ଭାର। ଆମ୍ରପଲ୍ଲୀ,ନୀଲମ୍,ଦେଶାରୀ, କଲମୀ ଭଳି ଆମ୍ବ ଷ୍ଟଲରେ ପଡିଛି। ସମ୍ବଲପୁରରେ ଓରମାସ୍ ପକ୍ଷରୁ ଆରମ୍ଭ ହୋଇଛି ମ୍ୟାଙ୍ଗୋ ଫେଷ୍ଟିଭାଲ୍। ଜିଲ୍ଲାର ଆମ୍ବ…