ଭୁବନେଶ୍ବର: ରିମାଣ୍ଡରେ ଗଲା ଏମ୍ବିଏ ଠକ । OLXରେ ଗାଡି ବିକ୍ରି କରିବ କହି ଠକେଇ ଘଟଣାରେ ଗିରଫ ଅଭିଯୁକ୍ତ ତୃପ୍ତି ରଞ୍ଜନ ଦାସକୁ ୭ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ। ଗତ ଦୁଇଦିନ ତଳେ ଗିରଫ ହୋଇଥିଲା ଏମବିଏ ଠକ । ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ବେଳେ ତା ନାଁରେ ୪୦ରୁ ଅଧିକ ମାମଲା ରହିଛି।
ପୂର୍ବରୁ ଅନେକ ଥର ଠକେଇ କରି ଜେଲ ଯାଇଛି ଓଏଲ୍ଏକ୍ସ ଠକ ତୃପ୍ତି ରଂଜନ ଦାସ । ଗୋଟିଏ ଗାଡିକୁ ଦେଖାଇ ୧୦ଜଣ ଲୋକଙ୍କୁ ଠକିଛି। ସାଧାରଣତଃ ମୟୂରଭଞ୍ଜ, ଯାଜପୁର, ଧରାକୋଟ ଭଳି ଦୂରଦୂରାନ୍ତର ଅଞ୍ଚଳର ଲୋକଙ୍କୁ କରୁଥିଲା ଟାର୍ଗେଟ। ଓଡିଶା ବାହାରୁ ତାକୁ ଗିରଫ କରାଯାଇଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…