କାମାକ୍ଷାନଗର : କାମାକ୍ଷାନଗର ମେଡିକାଲରେ ଅବ୍ୟବସ୍ଥା । ଲାଇନ୍ ନଥିବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ । ଅନ୍ଧାରରେ ଟର୍ଚ୍ଚ ଲାଇଟ୍ରେ ରୋଗୀସେବା କରାଯାଉଛି । ଗୁରୁବାର ଦିନ ସାରା ବିଜୁଳି ନଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସଂଧ୍ୟା ବେଳେ କାଉଶପାଳ ଚୂଲିଆ ଗାଁର ସୁକେଶ ଦେହୂରୀ ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚିଥିଲେ । ଟର୍ଚ୍ଚ ଆଲୁଅରେ ତାଙ୍କୁ ରକ୍ତ ଦିଆଯାଇଥିଲା। ମେଡିକାଲରେ ୨ଟି ଜେନେରେଟର ଓ ଇନ୍ଭର୍ଟର ଥିଲେ ମଧ୍ୟ କାମ କରୁନଥିବାରୁ ଲୋକେ ଅନେକ ଅସୁବିଧା ଭୋଗିଥିଲେ।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…