କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ବରିମୁଣ୍ଡ ଠାରେ ଥିବା ବ୍ଯାଙ୍କ ଅଫ ଇଣ୍ଡିଆରୁ ଦିନ ଦୁଇପ୍ରହରରେ ଲୁଟ । ଦିନ ଦୁଇଟା ବେଳେ ବ୍ଯାଙ୍କ ଖୋଲା ଥିବା ବେଳେ ଜଣେ ଦୁର୍ବୃତ୍ତ ହେଲମେଣ୍ଟ ପିନ୍ଧି ଗୋଟିଏ ସ୍କୁଟିରେ ଆସି ବ୍ଯାଙ୍କ ଭିତରକୁ ପ୍ରବେଶ କରିଥିଲା । ସେତେବେଳେ ବ୍ଯାଙ୍କରେ ୫ ଜଣ କର୍ମଚାରୀ ଥିଲେ । ଦୁର୍ବୃତ୍ତ ଦୁଇ ହାତରେ ଦୁଇଟି ପିସ୍ତଲ ଧରି କର୍ମଚାରୀଙ୍କୁ ଡରାଇ ଟଙ୍କା ମାଗିଥିଲା । ପ୍ରାୟ ୭ ଲକ୍ଷ ଟଙ୍କା ବ୍ଯାଙ୍କ କ୍ଯାସିୟର ଦୁର୍ବୃତ୍ତକୁ ବଢାଇ ଦେଇଥିଲେ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…