ମାହାଙ୍ଗା: ସିସିଟିଭିରେ ଲୁଟର ଭିଜୁଆଲ କଏଦ। କଟକ ଜିଲ୍ଲା ଜଗତପୁର ଥାନା ଚମ୍ପତି ନିକଟରେ ହୋଇଛି ଲୁଟ। ଜଣେ ଶିକ୍ଷୟିତ୍ରୀ ରାସ୍ତାରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ ପିଛା କରି ସୁନାଚେନ ଲୁଟି ଫେରାର ହୋଇଯାଇଥିଲେ। ସ୍ପଷ୍ଟ ଦିବାଲୋକରେ ପଲସର ଗାଡ଼ିଲେ ଆସି ଜଣେ ଦୁର୍ବୃତ୍ତ ସୁନାଚେନ ଛଡ଼ାଇ ନେଇ ଫେରାର ହୋଇଥିଲେ। ଏନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଶିକ୍ଷୟିତ୍ରୀ ଜଣକ। ସାଲେପୁର ରାଇସୁଙ୍ଗୁଡାର ବଣହରା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସାବିତ୍ରୀ ସିଂହ ତାଙ୍କ ବନ୍ଧୁଙ୍କ ସହ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟର ପ୍ରଶିକ୍ଷ ଶିବିରରୁ ଫେରୁଥିବା ବେଳେ ଏହି ଲୁଟ ହୋଇଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…