ଇପିଏଫରେ ଜମା କରୁଛନ୍ତି କି ଆପଣଙ୍କ କଷ୍ଟ ଅର୍ଜିତ ଧନ, ଅନେକ କର୍ମଚାରୀଙ୍କୁ ବହୁତ ଜଲଦି ଲାଗି ପାରେ ଝଟକା !

ଇପିଏଫ ସହ ଜଡିତ ଲକ୍ଷ ଲକ୍ଷ ବେତନଭୋଗୀଙ୍କୁ ବହୁତ ଜଲଦି ଝଟକା ଲାଗିପାରେ। କାରଣ ଇପିଏଫଓ ବହୁତ ଜଲଦି ସୁଧ ହାର ହ୍ରାସ କରିପାରେ। ନିକଟରେ ଆସିଥିବା ଏକ ଖବରରୁ ଜଣାପଡୁଛି ଯେ ଚଳିତ ବର୍ଷ ଆର୍ଥିକ ବର୍ଷରେ ସୁଧ ହାର ୧୫ରୁ ୨୫ ବେସିସ୍‌ ପଏଣ୍ଟ କମ୍‌ କରାଯାଇପାରେ। ଯଦି ଏମିତି ହୁଏ ତେବେ କର୍ମଚାରୀଙ୍କ ପିଏଫ୍‌ ଖାତାରେ ଜମା କରିଥିବା ଆପଣଙ୍କ କଷ୍ଟ ଉପାର୍ଜିତ ରାଶି ଅପେକ୍ଷାକ୍ରୁତ କମ୍‌ ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବେତନଭୋଗୀମାନେ ନିଜର ଦରମାର ଏକ ଅଂଶ ଇପିଏଫଓଙ୍କ ପାଖରେ ନିବେଶ କରନ୍ତି। ଭବିଷ୍ୟତ ପାଇଁ ଜମା କରାଯାଉଥିବା ଏହି ଧନରାଶିରେ ବର୍ଷ ଶେଷକୁ ସୁଧ ମିଳିଥାଏ। ଯଦି ଉପରୋକ୍ତ ତଥ୍ୟ ଅନୁଯାୟୀ ଯଦି ସୁଧ ହାର କମିଲା ତେବେ ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହେଉଥିବା ଆର୍ଥିକ ବର୍ଷ ପୂର୍ବରୁ ଲୋକଙ୍କୁ ଝଟକା ଲାଗିପାରେ। ଇପିଏଫଓ ୨୦୧୮-୧୯ରେ ୮.୬୫ ପ୍ରତିଶତ ହାରରେ ସୁଧ ଦେଇଛି।

ଆଶଙ୍କା କରାଯାଉଛି ଯେ ଆର୍ଥିକ ମାନ୍ଦାବସ୍ଥା କାରଣରୁ କର୍ମଚାରୀଙ୍କୁ ଏହି ଝଟକା ଲାଗି ପାରେ। କୁହାଯାଉଛି ଯେ ଏହି ମାସ ଶେଷ ଭାଗରେ ଇପିଏଫ୍‌ଓର ନୂଆ ସୁଧ ହାର ଘୋଷଣା କରାଯାଇ ପାରେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୮-୧୯ରେ ସୁଧ ହାର ୮.୬୫ ପ୍ରତିଶତ ଥିଲା।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago