ରାଜ୍ୟ

ପୂର୍ବତନ ରଗ୍‌ବୀ ରାଣୀ ଏବେ ଛେଳି ଚରାଳି, ଦୁର୍ବିସହରେ ବିତୁଛି ଜୀବନ

କଥାରେ ଅଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ । ଭାଗ୍ୟ କେତେବେଳେ କାହାକୁ ନେଇ କେଉଁ ଜାଗାରେ ରଖେ କହିବା ମୁସ୍କିଲ୍‌ । ଗୋଟିଏ ଛୋଟ ଭୁଲ୍‌ ଜୀବନର ଗତି ପଥ ବଦଳାଇ ଦିଏ । ପଛକୁ ଫେରିବାକୁ ଚାହିଁଲେ ବି ଫେରି ହୁଏନି । ଭାଗ୍ୟ ଏମତି ଏକ କ୍ରୁର ପରିହାସ କରିଛି ଜଣେ ଆନ୍ତର୍ଜାତିକ ରଗ୍‌ବୀ ଖେଳାଳୀଙ୍କ ସହିତ ।

ରଣପୁର ବ୍ଲକ ଗିରିଣ୍ଡା ଗ୍ରାମର ଏ ହେଉଛନ୍ତି ସୁଜାତା ପ୍ରଧାନ । ଓଡ଼ିଶାର ପୂର୍ବତନ ରଗବୀ କ୍ୟାପ୍‌ଟେନ୍‌ ଭାବେ କାର୍ଯ୍ୟ କରିଛନ୍ତି । ରଗବୀରେ ବହୁ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ମାତ୍ର ଏବେ ସେ ମୂଲ ଲାଗି ପୋଷୁଛନ୍ତି ପେଟ  । ଛେଳି ଚରାଇ କରୁଛନ୍ତି ପରିବାର ପ୍ରତିପୋଷଣ । ରଗବୀ ଖେଳୁଥିବା ବେଳେ ଗୋଟିଏ ଛୋଟ ଭୁଲ୍‌ କରିଥିଲେ ସେ । ଭଲ ପାଇ ଜଣକ ହାତ ଧରି ଚାଲି ଆସିଥିଲେ ।

ଫଳରେ ତାଙ୍କୁ ଛାଡିବାକୁ ପଡ଼ିଥିଲା ରଗବୀ । ବାସ୍‌, ସେହିଦିନଠୁ ଆରମ୍ଭ ହେଲା ତାଙ୍କ ଜୀବନର ଅଧୋଗତୀ । ଏବେ ଘର କହିଲେ ଭଙ୍ଗା କୁଡ଼ିଆ । ସେଇଥିରେ ବତୁଛି ଜୀବନ । ଘରର ଅଳନ୍ଧୁ ଭିତରେ ହଜିଯାଇଛି ରଗବୀରେ ପାଇଥିବା ମେଡାଲ୍‌ ଓ ସାର୍ଟିଫିକେଟ । ସେଦିନର ସ୍ମୃତି ସାଉଁଟୁଥିବା ବେଳେ ଆଖି କୋଣରୁ ତାଙ୍କର ଜକେଇ ଆସିଥିଲା କେଇ ଟୋପା ଲୁହ ।

Niharanjan

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

5 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

22 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago