କଟକ: କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ ଜାରି ରହିଛି। ଫାଇଟି ଅଂଶ ବିଶେଷ ଭାବେ, ଏହି ପ୍ରକ୍ରିୟାରେ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଜଣ ବିଶିଷ୍ଟ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ସେଥିରେ ଅଛନ୍ତି ପଦ୍ମଭୂଷଣ ଡ.ରମାକାନ୍ତ ପଣ୍ଡା, ପଦ୍ମଭୂଷଣ ଡ. ଦେବୀ ସେଟ୍ଟି, ପଦ୍ମଶ୍ରୀ ଡ.ସୁବ୍ରତ ଆଚାର୍ଯ୍ୟ ଏବଂ ପଦ୍ମଶ୍ରୀ ଡ. ମୁକୁଟ ମିଞ୍ଜ। ଏହାସହ ପଦ୍ମଭୂଷଣ ଡ. ଶ୍ରୀକାନ୍ତ ରେଡ୍ଡି, ପଦ୍ମଶ୍ରୀ ପ୍ରଫେସର ଡ.ଦିଗମ୍ବର ବେହେରା, ପଦ୍ମଶ୍ରୀ ଡ. ରଞ୍ଜନ ବଡୱେ, ଡ. ଜଗତ ନରୁଲା, ଡ. ଜି ଏନ୍ ରାଓ ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏସସିବି ହସ୍ପିଟାଲ ଓ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିବର୍ତ୍ତନ କରିବା ଦିଗରେ ପରାମର୍ଶ ଦେବେ ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…