ଭୁବନେଶ୍ବର(କେନ୍ୟୁଜ୍) : ପରାଜୟର ପୋଷ୍ଟମର୍ଟମ। କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ପ୍ରାର୍ଥୀ ଓ ୯ ଲୋକସଭା ପ୍ରାର୍ଥୀ? ଏହା ପଛର କାରଣ କଣ ହୋଇପାରେ। ଫଳାଫଳ ପରେ ଏବେ ଚାଲିଛି କାରଣ ଖୋଜା। ପରାଜିତ ନେତାଙ୍କୁ ଭେଟୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଏଥିପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼। ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି ଖାତାରେ ୨୩, କଂଗ୍ରେସ ୯ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟ ଲାଭ କରିଛନ୍ତି। ୨୦୧୪ରେ ବିଜେଡି ୧୧୭ ବିଧାନସଭା ଆସନରେ ବାଜିମାତ କରିଥିଲା। ଏବର୍ଷ ୫ଟି ଆସନ ଖସିଛି। ଏଥର କେବଳ ପାଟକୁରା ବିଧାନସଭା ଆସନକୁ ଛାଡ଼ିଦେଲେ ୧୫୪ ଆସନରେ ଭୋଟ୍ ନିଆଯାଇଥିଲା।
ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…
ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…
ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…
ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…
ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…