କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ କିଡନାପ ଘଟଣାର ନୂଆ ଖୁଲାସା। ଯୁବକ ଜଣଙ୍କୁ କିଡନାପ କରିନଥିଲେ ବରଂ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଥିବାରୁ ତାଙ୍କୁ ପୂନର୍ବାର ନେଉଥିଲେ ସେହି କେନ୍ଦ୍ରକୁ ନେଉଥିଲେ କିଛି ଯୁବକ। ଜାଗୃତି ନିଶାନିବାରଣ କେନ୍ଦ୍ରରର କର୍ମଚାରୀ ସୁଜିତ ପ୍ରଧାନ କହିବା ମୁତାବକ ଯୁବକ ଜଣକ ଜାଗୃତି ନିଶାନିବାରଣ କେନ୍ଦ୍ରରେ ପାଖାପାଖି ଦେଢ଼ ବର୍ଷ ହେବ ରହୁଥିଲେ । ସେ କିଛି ଦିନ ହେବ ସେଠୁ ଖସି ପଳାଇ ଆସିଥିଲେ।
ଯୁବକ ଜଣକ ଏକ ବସ୍ତିରେ ମଦ ପିଉଥିବା ଖଵର ପାଇଥିଲା ଜାଗୃତି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେଣୁ ସେହି ଯୁବକ ଜଣକୁ ସେଠାରୁ ଆଣିବା ପାଇଁ ଜାଗୃତିର କିଛି କର୍ମଚାରୀ ଡେ଼ଲ୍ଟା ଛକ ଯାଇଥିଲେ। ସେଠାରୁ ତାଙ୍କୁ ଆଣିବା ବେଳେ ବେଳେ ଏହାକୁ କିଛି ଯୁବକ ବିରୋଧ କରିବା ସହ ଭିଡିଓ କରି ଭାଇରାଲ କରିଛନ୍ତି। ତେବେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସତ କହୁଛନ୍ତି କି ମିଛ କହୁଛନ୍ତି ତାହା ପୋଲିସ ତଦନ୍ତ କଲେ ପ୍ରକ୍ତ ସତ୍ୟ ପଦାକୁ ଆସିପାରିବ ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…