ରାଜ୍ୟ

ସମ୍ବାଦ ଋଣ ମାମଲା: ବର୍ତ୍ତମାନ ସୁଦ୍ଧା ୨୪ ଜଣ EOWରେ ଅଭିଯୋଗ କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ସମ୍ବାଦ କର୍ମଚାରୀଙ୍କ ନାଁରେ ଋଣ ମାମଲା । ବର୍ତ୍ତମାନ ସୁଦ୍ଧା ୨୪ ଜଣ EOWରେ ଅଭିଯୋଗ କରିଛନ୍ତି । ୩ ଜଣଙ୍କର OPID କୋର୍ଟର 164 ଧାରାରେ ବୟାନ ରେକର୍ଡ ହୋଇଛି । ଓଡ଼ିଶା ପ୍ରଟେକ୍ସନ ଅଫ ଇଣ୍ଟେରେଷ୍ଟସ ଅଫ ଡିପୋଜିଟର୍ସ -ଓପିଆଇଡି କୋର୍ଟଙ୍କ ଅନୁମତି କ୍ରମେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୩ ଜଣଙ୍କ ଵୟାନ ରେକର୍ଡ କରାଯାଇଛି।

୨୦୧୦ ରୁ୨୦୧୯ ମଧ୍ୟରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ-EMLର ଆକାଉଣ୍ଟରେ ୧୦କୋଟି ଟଙ୍କା ନଗଦ ଡିପୋଜିଟ ହୋଇଛି । ଲୋନ ଠକେଇ ନେଇ ESIC ଓ EPFO ମଧ୍ୟ କଲା ଖୋଳତାଡ଼। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ କରିଛି । ଲୋନ ପାଇଁ ଏକାଧିକ ସାଲେରି ସ୍ଲିପ ବ୍ୟବହାର ହୋଇଥିବା ପ୍ରମାଣ ପାଇଛି EOW ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago