ନିମାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲ୍ଦାର । ୪ ଲକ୍ଷ ୬୫ ହଜାର ଟଙ୍କା ସହ ରାମଚନ୍ଦ୍ର ଜେନାଙ୍କୁ ଧରିଛି ଭିଜିଲାନ୍ସ । ରାମଚନ୍ଦ୍ରଙ୍କ ସରକାରୀ ବାସଭବନରୁ ମିଳିଛି ଆଉ ୫୦ ହଜାର ଟଙ୍କା । କଟକ ସିଡିଏ ସେକ୍ଟର-୧୧ ଓ କେନ୍ଦ୍ରାପଡ଼ା ଗରଦପୁରରେ ଚଢ଼ାଉ ଜାରି । ନିମାପଡ଼ାର ଇନ୍ଚାର୍ଜ ସବ୍ ରେଜିଷ୍ଟ୍ରାର୍ ଅଛନ୍ତି ରାମଚନ୍ଦ୍ର ଜେନା। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଜଣେ ଅତିରିକ୍ତ ଏସ୍ପିଙ୍କ ସମେତ ୭ ଜଣ ଡିଏସ୍ପି ଚଢ଼ାଉରେ ସାମିଲ ହୋଇଛନ୍ତି । ୨ ଜଣ ଇନ୍ସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…