କେନ୍ୟୁଜ(ବୁରୋ) : ରାଜସ୍ଥାନ ଜୟପୁର ସ୍ଥିତ ଜେଇସିଆରସି ୟୁନିଭରସିଟି ଆନୁକୂଲ୍ୟରେ ମଇ ୨୭ ଓ ୨୮ ଦୁଇଦିନ ଧରି ଆୟୋଜିତ ‘ମେଡିଏସନ ଆଣ୍ଡ ନେଗୋସିଏସନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟି ରନର୍ସ ଅଫ୍ ଟ୍ରଫି ହାସଲ କରିଛି ।
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁ) ର ଦ୍ୱିତୀୟ ସେମିଷ୍ଟାର ଛାତ୍ର ମୋତାକ୍କିଫ୍ ଆଲମ ଖାନ୍ ଏବଂ ସ୍ୱୟଂସମ୍ଭବ ମହାନ୍ତି ଏହି ଟ୍ରଫି ହାସଲ କରି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ସାରା ଭାରତରୁ ପ୍ରାୟ ୨୦ ଟି ବିଶ୍ୱବିଦ୍ୟାଳୟରୁ ୪୦ ପ୍ରତିଯୋଗୀ ଭାଗ ନେଇଥିଲେ ।
ଏଥିରେ ମୁମ୍ବାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଚମ୍ପିଆନ ଟ୍ରଫି ହାସଲ କରିଥିବା ବେଳେ କଟକ ଏନଏଲୟୁ ଓଡ଼ିଶା ରନର୍ସ ଅଫ୍ ଟ୍ରଫି ହାସଲ କରିଥିବା ଜଣାଯାଇଛି । କଟକ ଏନଏଲୟୁ ପାଇଁ ରନର୍ସ ଅଫ୍ ଟ୍ରଫି ହାସଲ କରି ଓଡ଼ିଶା ତଥା କଟକ ଏନଏଲୟୁ ପାଇଁ ଗୌରବ ଆଣିପାରିଥିବାରୁ ଉଭୟ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ଓ ସାଙ୍ଗସାଥୀ ମହଲରୁ ଶୁଭେଚ୍ଛା ଦିଆଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…