ରାଜ୍ୟ

ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ, ବିକ୍ଷୋଭ ଓ ଧର୍ମଘଟ ଡାକରା ଦିଆଯାଇ ନାହିଁ : ସଞ୍ଜୟ ଲାଠ

(କେନ୍ୟୁଜ): ଉତ୍କଳ ପେଟ୍ରୋଲିୟମ ଆସୋସିଏସନ୍‌ ପକ୍ଷରୁ କୌଣସି ଧର୍ମଘଟ ହେବ ନାହିଁ । ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ୍‌ ସଂଘ ସମ୍ପାଦକ ସଞ୍ଜୟ ଲାଠ । ସେ କଳିଙ୍ଗ ଟିଭିକୁ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାର ଭାଟ୍‌ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ।

ଏନେଇ ଅଲ୍‌ ଇଣ୍ଡିଆ ଡିଲର୍ପେଟ୍ରୋଲିୟମ୍‌ ଆସୋସିଏସନ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା । ଏଥିରେ କ୍ଷତି ନେଇ ତୈଳ କମ୍ପାନୀ ଓ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ଦାବି ଉପସ୍ଥାପନ କରାଯାଇଛି । ବୈଠକରେ ନିଷ୍ପତ୍ତି ହୋଇଛି କୌଣସି ପ୍ରତିବାଦ କରି ଗ୍ରାହକଙ୍କୁ ହଇରାଣ କରାଯିବନି । ଏନେଇ କୌଣସି ବିକ୍ଷୋଭ ଓ ଧର୍ମଘଟ ଡାକରା ଦିଆଯାଇ ନାହିଁ ବୋଲି ସଞ୍ଜୟ ଲାଠ କହିଛନ୍ଚି । ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସଞ୍ଜୟ ଲାଠ୍‌ ।

Barsha

Recent Posts

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ ଆଧ୍ୟତ୍ମିକ…

51 seconds ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

8 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

21 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

60 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

1 hour ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

1 hour ago