କାକଟପୁର(କେନ୍ୟୁଜ୍): ଚୀନରେ କରୋନା ଭାଇରସ ଭୟ ନେଇ ଚୀନ୍ରୁ ଫେରିଲେ ଓଡିଆ ଯୁବକ। ପୁରୀ ଜିଲ୍ଲା କାକଟପୁର ବ୍ଲକର କୁଣ୍ଢେଇ ପଂଚାୟତ ବାଲିସାହି ଗାଁର ସମ୍ବିତ ନାୟକ ଚୀନ୍ର ଉସୀ ସହରରେ ଚାକିରୀ କରିଥିଲେ। କରୋନା ଭାଇରସ୍ର ଭୟାବହତା ଦେଖି ସେ ଚୀନ୍ରୁ ନିଜ ଗାଁକୁ ଫେରି ଆସିଛନ୍ତି। କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ଥଣ୍ଡା ଓ ଛିଙ୍କ ଆରମ୍ଭ ହୋଇଥିଲା। ସେ ଓଡିଶାରେ ପହଁଞ୍ଚିବା ପରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ।
କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…
ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…
ଭୁବନେଶ୍ୱର(କେନ୍ୟୁଜ୍): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…
ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…
ଭୁବନେଶ୍ୱର(କେନ୍ୟୁଜ୍): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…