କଟକ (କେନ୍ୟୁଜ) : ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ। ଓଲିଉଡ୍ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଜିତୁ ରାଉତ । କରୋନା ପାଇଁ ନିଜର ଓ ପରିବାରର ପେଟ ପୋଷିବା ପାଇଁ କଟକ ମଧୁପାଟଣାରେ ଚିକେନ୍ ସେଣ୍ଟର ଖୋଲି ମାଂସ ବିକୁଛନ୍ତି। ଦୋକାନ ନାଁ ରଖିଛନ୍ତି ଖୁସି । କରୋନା ପାଇଁ ସରକାର ସୁଟିଂ ବନ୍ଦ ରଖିଥିବାରୁ ଏପରି ବ୍ୟବସାୟକୁ ଆପଣାଇ ନେଇଛନ୍ତି ଜିତୁ ରାଉତ। ପ୍ରାୟ ୭ହଜାରରୁ ଆଲବମରେ ନିର୍ଦ୍ଦେଶନା ଦେଇଛନ୍ତି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…