ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ, ପରିବାରର ପେଟ ପୋଷିବା ପାଇଁ ବିକୁଛନ୍ତି ଚିକେନ୍‌

କଟକ (କେନ୍ୟୁଜ) : ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ। ଓଲିଉଡ୍‌ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଜିତୁ ରାଉତ । କରୋନା ପାଇଁ ନିଜର ଓ ପରିବାରର ପେଟ ପୋଷିବା ପାଇଁ କଟକ ମଧୁପାଟଣାରେ ଚିକେନ୍‌ ସେଣ୍ଟର ଖୋଲି ମାଂସ ବିକୁଛନ୍ତି। ଦୋକାନ ନାଁ ରଖିଛନ୍ତି ଖୁସି । କରୋନା ପାଇଁ ସରକାର ସୁଟିଂ ବନ୍ଦ ରଖିଥିବାରୁ ଏପରି ବ୍ୟବସାୟକୁ ଆପଣାଇ ନେଇଛନ୍ତି ଜିତୁ ରାଉତ। ପ୍ରାୟ ୭ହଜାରରୁ ଆଲବମରେ ନିର୍ଦ୍ଦେଶନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.