ରାଜ୍ୟ

ଦୁବାଇରୁ ଭୁବନେଶ୍ୱର ! ବିମାନରେ ପ୍ରବାସୀଙ୍କୁ ଧରି ଓଡିଶା ଆସୁଛନ୍ତି ଓଡିଆ ଝିଅ ମଧୁସ୍ମିତା

ଭୁବନେଶ୍ୱର(କେନ୍ୟୁଜ) : ପ୍ରଥମ ରଜରେ ଘର ବାହୁଡ଼ୁଛନ୍ତି ୨୧୫ ଜଣ ପ୍ରବାସୀ ଓଡ଼ିଆ । ଲକଡାଉନ କାରଣରୁ ଦୁବାଇରେ ଫସିରହିଥିବା ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ଧରି ଓଡିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ୟୁଏଇରେ ଫସି ରହିଥିବା ଏହି ପ୍ରବାସୀମାନେ ଚାର୍ଟର ଫ୍ଲାଇଟ୍ G-9645ରେ ଭୁବନେଶ୍ୱର ଫେରୁଛନ୍ତି । ଦିନ ୧ଟା ୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନ ଅବତରଣ କରିବ ।

ତେବେ ସବୁଠାରୁ ବଡ କଥା ହେଉଛି ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ଏହି ବିମାନର ପାଇଲଟ ହେଉଛନ୍ତି ଜଣେ ଓଡିଆ ତାଙ୍କ ନାଁ ମଧୁସ୍ମିତା ପଟ୍ଟନାୟକ। ଦୁବାଇରେ ରହୁଥିବା ଏହି ମହିଳା ପାଇଲଟଙ୍କ ଘର ଭୁବନେଶ୍ୱରର। ଦୁବାଇର ଓଡିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ ଜରିଆରେ ଏହି ସ୍ୱତନ୍ତ୍ର ବିମାନଟି ପ୍ରବାସୀ ଓଡିଆଙ୍କୁ ଧରି ଓଡିଶା ଫେରୁଛି। ବିମାନଟି ଶାରଜାହ ବିମାନବନ୍ଦରରୁ ଆଜି ସକାଳ ୮ଟାରେ ଛାଡି ଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଁଚିବ ବୋଲି ସୂଚନା ରହିଛି।

Pritiparna

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

5 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

19 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago