ସୁବର୍ଣ୍ଣପୁର: ଅଟକାଇ ପାରିଲାନି ଲକ୍ଡାଉନ୍ ଲକ୍ଷ୍ମଣରେଖା । ସାଇକେଲରେ ୭୦୦କିଲୋମିଟର ଯାତ୍ରା । ଏବେ ସୁଦ୍ଧା ୩୭୦ କିଲୋମିଟର ଯାତ୍ରା ସରିଥିବାବେଳେ ଆହୁରି ୩୫୦ କିଲୋମିଟର ଯିବେ । ପୁରୀ ଜିଲ୍ଲାର ୫ଜଣ ଯୁବକ ଛତିଶଗଡ଼ ରାଏପୁରର ଏକ ଘରୋଇ କମ୍ପାନୀରେ ପୁଟି ଶ୍ରମିକଭାବେ କାମ କରୁଥିଲେ । ହେଲେ ଲକ୍ଡାଉନ୍ ଯୋଗୁ ଗାଡିମୋଟର ବନ୍ଦ ହୋଇଯିବାରୁ ଆଉ ଘରକୁ ଫେରିପାରିନଥିଲେ । ସେପଟେ କମ୍ପାନୀ ବନ୍ଦ ହୋଇଯିବାରୁ ୨୦ଦିନ ହେବ ଭୋକ ଉପାସରେ ରହିବାକୁ ପଡିଥିଲା । ଏହାପରେ ସାଇକେଲରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଯୁବକମାନେ ସୁବର୍ଣ୍ଣପୁର ବୀରମହାରାଜପୁରରେ ପହଞ୍ଚିଛନ୍ତି ।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…