ରାଜ୍ୟ

୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ଲାଣ୍ଡ ସେଟଲମେଣ୍ଟ ନିୟମ-୧୯୮୩ ସଂଶୋଧନକୁ ମଞ୍ଜୁରୀ ମିଳିଛି। ପୁରୀ ପୌରପାଳିକାରେ ଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନ ସହ ଭୁବନେଶ୍ବର ଓ ଜଟଣୀ ତହସିଲ୍ ରେ ଥିବା ଲିଜ୍ ଜମିର ହେବ ସମାଧାନ ହେବ । ଗୋପାଳପୁର ୟୁଟିଲିଟି କରିଡର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ହେବ ସଂଶୋଧନ । ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ସରକାରୀ ମାନ୍ୟତା ପାଇବ ବୋର୍ଡ ହାଇସ୍କୁଲ କଟକ । ଚୌଦ୍ବାର ଓ ସମ୍ବଲପୁରରେ ପ୍ଲାଷ୍ଟିକ୍ ପ୍ରକଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ୍ ।

 

Niharanjan

Recent Posts

ଚାଲିଛି ଲୋକସଭା ନିର୍ବାଚନ ଭୋଟ୍ ଗଣତି, ଜାଣନ୍ତୁ କିଏ ରହିଛି ଆଗରେ

ଚାଲିଛି ଲୋକସଭା ନିର୍ବାଚନର ଭୋଟ୍ ଗଣତି । ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ ରହିଛି…

3 mins ago

ଚାଲିଛି ଭୋଟ ଗଣତି , ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: LIVE UPDATES

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହେଲା ଭୋଟ ଗଣତି । ଆଜି ସାମନାକୁ ଆସିବ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । କାହା…

4 mins ago

ଲୋକସଭା ନିର୍ବାଚନ ୨୦୨୪ : ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣାରେ ଚାଲିଛି ଗଣତି

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଚାଲିଛି । ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡା…

12 mins ago

ବାପା ହେଲେ ବରୁଣ ଧଓ୍ଵନ, କନ୍ୟା ସନ୍ତାନ ଜନ୍ମ ଦେଲେ ନତାଶା

ବଲିଉଡ ଅଭିନେତା ବରୁଣ ଧୱନ ହେଲେ ବାପା । ପତ୍ନୀ ନତାଶା ଦଲାଲ ଜନ୍ମ ଦେଲେ ଝିଅ । ବରୁଣଙ୍କ…

21 mins ago

ଲୋକସଭା ନିର୍ବାଚନ ୨୦୨୪ : କଙ୍ଗନା ଓ ହେମାମାଳିନୀ ଆଗରେ, ଅରୁଣ ଗୋଭିଲ ପଛୁଆ

ଲୋକସଭା ନିର୍ବାଚନ ୨୦୨୪ ଭୋଟ ଗଣତି ଜାରି ରହିଛି । ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱୀ କରିଥିବା ବଲିଉଡ ସେଲିବ୍ରିଟିଙ୍କ ଭାଗ୍ୟ ନିର୍ଦ୍ଧାରଣ…

44 mins ago

ଟ୍ରାଭେରାକୁ ପିଟିଲା ଟ୍ରକ, ଘଟଣା ସ୍ଥଳରେ ଦୁଇ ମୃତ

ପ୍ରତ୍ୟେକ ଦିନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ବି ଯାଉଛି । କିନ୍ତୁ…

59 mins ago