ଦେବଗଡ: ଦେବଗଡ କଚେରି ସାହିର ମୋନା ମିନାକ୍ଷୀ ମଞ୍ଜରି ଭୁକ୍ତା ଜର୍ମାନୀର ଜୋହାନ୍ସ ଗୁଟେନବର୍ଗ ବିଶ୍ୱ ବିଦ୍ୟାଳୟ ମାଇଞ୍ଜରେ ନାନୋମାଗନାଟିଜମ ଏବଂ ସ୍ପିନୋଟ୍ରନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହେଯାଗୀ ଭାବେ ମନୋନୀତ ହୋଇଛନ୍ତି । ଯାହା ଫଳରେ ଦେବଗଡ ଜିଲ୍ଲାର ସବୁ ମହଲରେ ଖେଳି ଯାଇଛି ଖୁସିର ଲହରି।
ମିନାକ୍ଷୀ ନାନୋମାଗ୍ନେଟିଜମ୍ ଏବଂ ସ୍ପିନୋଟ୍ରନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହଯୋଗୀ ଭାବେ କାର୍ଯ୍ୟ କରିବେ । ମୋନା ମିନାକ୍ଷୀ ସ୍ପିନ ଟେକ୍ସଚରର ଉଚ୍ଚ ସ୍ପେସିଆଲ ରିଜୋଲ୍ୟୁସନ ମାଗନେଟିକ ଇମେଜିଂରେ ଅନୁସନ୍ଧନା କରିବେ । ଯାହା ଦ୍ୱାରା ଅଲଟ୍ରା ଲୋ ପାୱାର ସହିତ ପେନ ଡ୍ରାଇବ, ହାର୍ଡ ଡିସ୍କ, ରାମ ଆଦି ଷ୍ଟୋଜେର ଡିଭାଇସର ଆକାରକୁ ହ୍ରାସ କରାଯାଇପାରିବ ବୋଲି ମୋନା ମିନାକ୍ଷୀ କହିଛନ୍ତି ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…