ଭୁବନେଶ୍ବର(କେନ୍ୟୁଜ୍): ଆଜି ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ । ଆରମ୍ଭ ହୋଇଛି ଭୋଟ ଗଣତି । ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଚାଲିଛି ଭୋଟ ଗଣତି ।
ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳ ଘୋଷଣା କରାଯିବ । କିଏ ମାରିବ ବାଜି ରାଜନୈତିକ ଦଳଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।
କଟକ ମହାନଗର ନିଗମ ପୋୖର ନିର୍ବାଚନ। ୨୬ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୨୮,୩୬୭ ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୭୭,୩୬୨ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୪୮,୯୯୫ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସଙ୍କୁ ୨୮୩୨୨ ଖଣ୍ଡ ଭୋଟ।
କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ରେ ୨୩ ତମ ରାଉଣ୍ଡ ଭୋଟ୍ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୮,୫୦୭ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୪୩,୭୪୩ ଭୋଟ୍ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତାମ ଦାସ ୨୪,୮୨୧ ଭୋଟ୍ ପାଇଛନ୍ତି।
କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ରେ ୨୨ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୬,୪୬୩ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୪୧,୩୬୫ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩,୯୨୬ ଭୋଟ ମିଳିଛି।
କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ରେ ୨୧ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୪,୪୧୦ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୩୯,୩୫୫ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩,୦୩୭ ଭୋଟ ମିଳିଛି।
କଟକ ମ୍ୟୁନିସିପାଲଟି କର୍ପୋରେସନ (ସିଏମସି) ରେ ୨୦ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାଶ ସିଂ ୬୧,୪୮୪ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୩୭,୨୩୬ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୨୧,୨୪୮ ଭୋଟ ପାଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ମେୟର ହେବେ ସୁଲୋଚନାଦାସ। ଏବେ ସୁଦ୍ଧା ସେ ଆଗୁଆ ରହିଛନ୍ତି। ତାଙ୍କ ବାସଭବନରେ ଉତ୍ସବର ମହୋଲ। ମିଠା ଖୁଆଇ ସମର୍ଥକ ମାନେ ଖୁସି ମାନଉଛନ୍ତି।
କଟକ ମହାନଗର ନିଗମ ପୋୖର ନିର୍ବାଚନ। ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୨୨,୨୬୦ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୫୫୭୨୨ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୩୩୪୬୨ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସଙ୍କୁ ୧୯୧୨୩ଖଣ୍ଡ ଭୋଟ।
କଟକ ଓ ଭୁବନେଶ୍ବର ମହାନଗର ନିଗମ ମେୟର ନିର୍ବାଚନରେ ଆଗରେ ରହିଛି ବିଜେଡି। କଟକରେ ବିଜେଡି ୫୦୨୩୯, କଂଗ୍ରେସ ୩୦୨୬୦,ବିଜେପି ୧୬୨୭୦ ଭୋଟ ପାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ୧୦୪୮୮୬, ବିଜେପି ପ୍ରାର୍ଥୀ ୭୦୦୪୪ ଓ କଂଗ୍ରେସ ପ୍ରାର୍ଥୀ ୬୯୯୪ ଭୋଟ ପାଇଛନ୍ତି ।
ବ୍ରହ୍ମପୁର ମହାନଗର ନିଗମ: ବ୍ରହ୍ମପୁରରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଲେ ସଂଘମିତ୍ରା।
କଟକ : କଟକ ମହାନଗର ନିଗମ ପୋୖର ନିର୍ବାଚନ। ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୧୩୨୧୭ ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୭୯୨୩ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୨୪୭୦୬ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସ ୧୦୯୪୯ ଖଣ୍ଡ ଭୋଟ।
ଭୁବନେଶ୍ୱରର ବିଜୟୀ କର୍ପୋରେଟର:
ୱାର୍ଡ ନଂ ୧- ମିହିର ରାଉତ ,ବିଜେଡି, ବିଜୟୀ
ୱାର୍ଡ ନଂ ୨-ମୋନାଲିସା ବେହେରା, ବିଜେଡି,ବିଜୟୀ
ୱାର୍ଡ ନଂ ୩ – ଲକ୍ଷ୍ମୀପ୍ରିୟା ପରିଡା, ବିଜେପି ବିଜୟୀ
ୱାର୍ଡ ନଂ ୪- ସୁକୁମାର ସାହୁ, ବିଜେପି ବିଜୟୀ
ୱାର୍ଡ ନଂ ୫- ମିନୁଶ୍ରୀ ଖୁଣ୍ଟିଆ,ବିଜେଡି ବିଜୟୀ
ୱାର୍ଡ ନଂ ୬-ପ୍ରୀତିନନ୍ଦା ରାଉତରାୟ,ବିଜେଡି, ବିଜୟୀ
ୱାର୍ଡ ନଂ ୭- ପ୍ରୀତିନନ୍ଦା ରାଉତରାୟ ,ବିଜେଡି ବିଜୟୀ
ୱାର୍ଡ ନଂ ୮- ଲାଲମୋହନ ଟୁଡୁ, ବିଜେଡି
ୱାର୍ଡ ନଂ ୯- ଶୁଶୁମା ସାହୁ, ସ୍ୱାଧୀନ
ୱାର୍ଡ ନଂ ୧୦- ସେକ ନୁର ହାସନ,ବିଜେଡି
ୱାର୍ଡ ନଂ ୧୧- ପ୍ରଭାସିନୀ ମହାନ୍ତି, ବିଜେଡି
ୱାର୍ଡ ନଂ ୧୨- ଜୟନ୍ତୀ ସାହୁ,ବିଜେଡି
ୱାର୍ଡ ନଂ ୧୩- ,ଇତିଶ୍ରୀ ଦାସ, ସ୍ୱାଧୀନ
ୱାର୍ଡ ନଂ ୧୪- ମୋନାଲିସା ସାହୁ,ବିଜେଡି
ୱାର୍ଡ ନଂ ୧୫- ପିଙ୍କି ସ୍ବାଇଁ,ସ୍ୱାଧୀନ
ୱାର୍ଡ ନଂ ୧୬- ଅଚ୍ୟୁତାନନ୍ଦ ସ୍ବାଇଁ,ବିଜେଡି
ୱାର୍ଡ ନଂ ୧୭ – ବିଜୟୀ, ପୂଜା ମହାରଣା ବିଜେଡି
ୱାର୍ଡ ନଂ ୧୮- ବିପ୍ଳବ ବେହେରା,ବିଜେଡି
ୱାର୍ଡ ନଂ ୧୯- ସ୍ମୃତି ଶିଖା ବରିସଲ,ବିଜେଡି
ୱାର୍ଡ ନଂ ୨୦- ପ୍ରେମାନନ୍ଦ ଜେନା,ବିଜେଡି
ୱାର୍ଡ ନଂ ୨୨- ମଞ୍ଜୁଲତା କଂହର, ବିଜେଡି
ୱାର୍ଡ ନଂ ୨୩- କିରଣ ଵାଲା ମାଝି, ବିଜେଡି
ୱାର୍ଡ ନଂ ୨୪- ଦୀପକ ମିଶ୍ର,ସ୍ୱାଧୀନ
ୱାର୍ଡ ନଂ ୨୫- ମାନସୀ ରାଣୀ ସୁନ୍ଦରାୟ,ବିଜେଡି
ୱାର୍ଡ ନଂ ୨୬-ଭାରତୀ ସିଂ,ବିଜେଡି,ବିଜୟୀ
ୱାର୍ଡ ନଂ ୨୭ – ଶୁଭ୍ରଅସୁ ପଟ୍ଟନାୟକ,ବିଜେଡି
ୱାର୍ଡ ନଂ ୨ ୮- ଝରଣା ପତି,ବିଜେଡି ,ବିଜେଡି
ୱାର୍ଡ ନଂ ୨୯- ଅପରୂପ ନାରାୟଣ ରାଉତ, ବିଜେପି
ୱାର୍ଡ ନଂ ୩୦ – ରାଜକିଶୋର ଦାସ ବିଜୟୀ,
ୱାର୍ଡ ନଂ ୩୧- କୁମାରେନ୍ଦ୍ର ମହାପାତ୍ର,ବିଜେଡି
ୱାର୍ଡ ନଂ ୩୨- ଶ୍ରୀଧର ଜେନା ,ବିଜେଡି,
ୱାର୍ଡ ନଂ ୩୩ – ଧରିତ୍ରୀ ଜେନା,ବିଜେପି
ୱାର୍ଡ ନଂ ୩୪- ପୁଷ୍ପାଞ୍ଜଳି ସେଠୀ,ବିଜେଡି
ୱାର୍ଡ ନଂ ୩୫- ରଞ୍ଜୁଲତା ରାୟ,ବିଜେଡି,ବିଜୟୀ
ୱାର୍ଡ ନଂ ୩୬-ଅଲିଅଳି ମଲିକ,ବିଜେଡି,ବିଜୟୀ
ୱାର୍ଡ ନଂ ୩୭-ବନ୍ଦିତା ପାଲ, ସ୍ୱାଧୀନ,ବିଜୟୀ
ୱାର୍ଡ ନଂ ୩୮-ପଦ୍ମଜା ପ୍ରିୟଦର୍ଶିନୀ ଜେନା,ବିଜେଡି,ବିଜୟୀ
ୱାର୍ଡ ନଂ ୩୯-ଗୀତାଞ୍ଜଳି ସାହୁ,ବିଜେପି,ବିଜୟୀ
ୱାର୍ଡ ନଂ ୪୦-ଆସିୟା ବେଗମ,ବିଜେଡି,ବିଜୟୀ
ୱାର୍ଡ ନଂ ୪୧-କବିତା ସ୍ୱାଇଁ,ବିଜେଡି,ବିଜୟୀ
ୱାର୍ଡ ନଂ ୪୨- ଆଶିଷ କୁମାର ପଟନାୟକ, ବିଜେଡି
ୱାର୍ଡ ନଂ ୪୩ – ଭରତ କୁମାର ଲେଙ୍କା, ବିଜେଡି
ଓ୍ବାର୍ଡ ନଂ ୪୪- ଅଜିତ୍ ବେହେରା, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୫- ଅମରେଶ ଜେନା, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୬- ପୁଷ୍ପା ରାଉତ, ସ୍ବାଧୀନ ବିଜୟୀ
ଓ୍ବାର୍ଡ ନଂ ୪୭- ସମିତା ମହାନ୍ତି, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୮- ସୁଚିତ୍ରା ପାତ୍ର, ବିଜେପି ବିଜୟୀ
ୱାର୍ଡ ନଂ ୪୯- ସଂଯୁକ୍ତା ସୁନ୍ଦରରାୟ.ବିଜେଡି
ୱାର୍ଡ ନଂ ୫୦ – ରାମଚନ୍ଦ୍ର ରଣସିଂହ,ବିଜେପି
ୱାର୍ଡ ନଂ ୫୧- ବିନୋୟନୀ ଜେନା,ବିଜେଡ଼ି
ୱାର୍ଡ ନଂ ୫୩- ମହମାୟା ସ୍ବାଇଁ, ବିଜେଡି
ୱାର୍ଡ ନଂ ୫୪ – ଶିବପ୍ରସାଦ ବେହେରା, ବିଜେଡି
ୱାର୍ଡ ନଂ ୫୫- ନୃପେସ ନାୟକ,ବିଜେଡି
ୱାର୍ଡ ନଂ ୫୬ – କେ ଶାନ୍ତି, ବିଜେଡି
ୱାର୍ଡ ନଂ ୫୭ – ସନ୍ତୋଷ କୁମାର ସିଂହ, ବିଜେଡି
ୱାର୍ଡ ନଂ ୫୮ – ନମିତା ମହାପାତ୍ର, ସ୍ୱାଧୀନ
ଓ୍ବାର୍ଡ ନଂ ୫୯ -ବିରଞ୍ଚୀ ମହାସୁପକାର, ବିଜେଡି ବିଜୟୀ
ୱାର୍ଡ ନଂ ୬୦- ଚନ୍ଦ୍ରଶେଖର ମଳିଆ,ସ୍ଵାଧୀନ
ଓ୍ବାର୍ଡ ନଂ ୬୧ -ଶିବନାରାୟଣ ରାୟ , ବିଜେଡି ବିଜୟୀ
ଓ୍ବାର୍ଡ ନଂ ୬୨ -ଚାରୁଲତା ସାମନ୍ତରାୟ, ବିଜେଡି ବିଜୟୀ
ୱାର୍ଡ ନଂ ୬୩ – ସୁଜାତା ଛୋଟରାୟ ,ବିଜେପବିଜୟୀ
ୱାର୍ଡ ନଂ ୬୪ -ସହିବା ମୁସାଫର ,ବିଜେଡି ବିଜୟୀ
ୱାର୍ଡ ନଂ ୬୫ -ରଶ୍ମିରଞ୍ଜନ ପାଟ୍ଟଶାଣୀ , ସ୍ୱାଧୀନ ବିଜୟୀ
ୱାର୍ଡ ନଂ ୬୬ – ଛବି ଦାସ, ବିଜେଡି ବିଜୟୀ
ୱାର୍ଡ ନଂ ୬୭- ମଧୁସ୍ମିତା ପ୍ରଧାନ, ବିଜେପି ବିଜୟୀ
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ମହାନଗର ମେୟର ନିର୍ବାଚନରେ ବିଜେଡିର ସୁଲୋଚନା ଦାସ ଆଗୁଆ। ତାଙ୍କୁ ମଳିଛି ୩୦୯୮୯ ଖଣ୍ଡ ଭୋଟ। ଦ୍ବିତୀୟରେ ବିଜେପିର ସୁନୀତି ମୁଣ୍ଡ, ତାଙ୍କୁ ମିଳିଛି ୨୧୭୯୨ ଖଣ୍ଡ ଭୋଟ। ୩ୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ଯ, ତାଙ୍କୁ ମିଳିଛି ୧୪୧୯ ଖଣ୍ଡ ଭୋଟ।
କଟକ : ଚତୁର୍ଥ,ପଞ୍ଚମ,ଷଷ୍ଠ, ସପ୍ତମ ରାଉଣ୍ଡ ପରେ ବି କଟକ ମହାନଗର ମେୟର ନିର୍ବାଚନରେ ବିଜେଡି ଆଗୁଆ। ବର୍ତ୍ତମାନ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂହ ୬୯୨୦ଖଣ୍ଡ ଭୋଟରେ ଆଗୁଆ । ସୁବାସ ସିଂହଙ୍କୁ ମିଳିଛି ୨୪,୨୮୩ ଭୋଟ୍ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୧୭,୩୬୩ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୭୮୯୬ ଭୋଟ୍ ।
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଆଗୁଆ । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୨୭,୩୬୧ ଭୋଟ୍ । ଦ୍ୱିତୀୟ ସ୍ଥାନରେ ବିଜେପି ମେୟର ପ୍ରାର୍ଥୀଙ୍କୁ ୨୦,୭୩୬ ଭୋଟ୍ । ତୃତୀୟ ସ୍ଥାନରେ କଂଗ୍ରେସ ମେୟର ପ୍ରାର୍ଥୀଙ୍କୁ ୩୨୭୦ ଭୋଟ୍ ।
କଟକ: ସିଏମସି ମେୟର ଭୋଟ ଗଣତି । ତୃତୀୟ ରାଉଣ୍ଡ ପରେ ବିଜେଡି ଆଗୁଆ।
କଟକ ମହାନଗର ମେୟର ନିର୍ବାଚନର ଦ୍ଵିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଆଗୁଆ । ଗିରିବାଳା ବେହେରାଙ୍କୁ ମିଳିଛି ୫୯୪୯ ଭୋଟ୍ । ଦ୍ୱିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୨୩୦୬ ଭୋଟ୍ ।
୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ଯାୟରେ କଟକ ମହାନଗର ନିଗମ ମେୟର ଦୌଡରେ ଥିବା ବିଜେଡି ପ୍ରାର୍ଥୀ ସୁବାଷ ସିଂ ଆଗୁଆ। ଭୁବନେଶ୍ବର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ଆଗୁଆ।
ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୨୨୩ ଆସନରେ ବିଜେଡି ଆଗୁଆ ଥିବାବେଳେ ୩୪ ଆସନରେ ବିଜେପି ଆଗୁଆ । ୧୪ ଆସନରେ କଂଗ୍ରେସ ଓ ୧୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛି ।
ପୌର ନିର୍ବାଚନ ଫଳାଫଳ ୨୦୨୨ : ୧୦୯ଟି ପୌରାଧ୍ୟକ୍ଷ ଆସନ ମଧ୍ଯରୁ ପ୍ରାରମ୍ଭରୁ ସାମ୍ନାକୁ ଆସିଛି ୨୦ଟିର ଟ୍ରେଣ୍ଡ । ୧୬ଟିରେ ଆଗୁଆ ବିଜେଡି । ଏହାସହିତ ୩ଟିରେ ବିଜେପି ଆଗୁଆ । କଂଗ୍ରେସ ଏଯାଏ ଖାତା ଖୋଲିନଥିବା ବେଳେ ସ୍ବାଧୀନ ଗୋଟିଏରେ ଆଗୁଆ ରହିଛି।
ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…
କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…
ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…
କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…