ପୌର ନିର୍ବାଚନ-୨୦୨୨ ଫଳାଫଳ : Live Updates | ବାଜି ମାରିଲା ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ଆଜି ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ । ଆରମ୍ଭ ହୋଇଛି ଭୋଟ ଗଣତି । ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଚାଲିଛି ଭୋଟ ଗଣତି ।

ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳ ଘୋଷଣା କରାଯିବ । କିଏ ମାରିବ ବାଜି ରାଜନୈତିକ ଦଳଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।

କଟକ ମହାନଗର ନିଗମ ପୋୖର ନିର୍ବାଚନ। ୨୬ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୨୮,୩୬୭ ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୭୭,୩୬୨ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୪୮,୯୯୫ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସଙ୍କୁ ୨୮୩୨୨ ଖଣ୍ଡ ଭୋଟ

କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ରେ ୨୩ ତମ ରାଉଣ୍ଡ ଭୋଟ୍ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୮,୫୦୭ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୪୩,୭୪୩ ଭୋଟ୍ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତାମ ଦାସ ୨୪,୮୨୧ ଭୋଟ୍ ପାଇଛନ୍ତି।

କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ରେ ୨୨ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୬,୪୬୩ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୪୧,୩୬୫ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩,୯୨୬ ଭୋଟ ମିଳିଛି।

କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ରେ ୨୧ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୬୪,୪୧୦ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୩୯,୩୫୫ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩,୦୩୭ ଭୋଟ ମିଳିଛି।

କଟକ ମ୍ୟୁନିସିପାଲଟି କର୍ପୋରେସନ (ସିଏମସି) ରେ ୨୦ ତମ ରାଉଣ୍ଡ ଭୋଟ ଗଣତି ପରେ ବିଜେଡି ପ୍ରାର୍ଥୀ ସୁବାଶ ସିଂ ୬୧,୪୮୪ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଲା ବେହେରା ୩୭,୨୩୬ ଭୋଟ ପାଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୨୧,୨୪୮ ଭୋଟ ପାଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ମେୟର ହେବେ ସୁଲୋଚନାଦାସ। ଏବେ ସୁଦ୍ଧା ସେ ଆଗୁଆ ରହିଛନ୍ତି। ତାଙ୍କ ବାସଭବନରେ ଉତ୍ସବର ମହୋଲ। ମିଠା ଖୁଆଇ ସମର୍ଥକ ମାନେ ଖୁସି ମାନଉଛନ୍ତି।

କଟକ ମହାନଗର ନିଗମ ପୋୖର ନିର୍ବାଚନ। ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୨୨,୨୬୦ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୫୫୭୨୨ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୩୩୪୬୨ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସଙ୍କୁ ୧୯୧୨୩ଖଣ୍ଡ ଭୋଟ।

କଟକ ଓ ଭୁବନେଶ୍ବର ମହାନଗର ନିଗମ ମେୟର ନିର୍ବାଚନରେ ଆଗରେ ରହିଛି ବିଜେଡି। କଟକରେ ବିଜେଡି ୫୦୨୩୯, କଂଗ୍ରେସ ୩୦୨୬୦,ବିଜେପି ୧୬୨୭୦ ଭୋଟ ପାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ୧୦୪୮୮୬, ବିଜେପି ପ୍ରାର୍ଥୀ ୭୦୦୪୪ ଓ କଂଗ୍ରେସ ପ୍ରାର୍ଥୀ ୬୯୯୪ ଭୋଟ ପାଇଛନ୍ତି ।

  • UPDATES: ସିଏମସି: ୪୧ ଟି ୱାର୍ଡ ମଧ୍ୟରୁ ୨୮ଟିରେ ବିଜେଡି ବିଜୟୀ, ୬ ଟିରେ ସ୍ୱାଧୀନ ,୩ଟିରେ ବିଜେପି ଓ ଅନ୍ୟ ୪ଟି ୱାର୍ଡରେ କଂଗ୍ରେସ ବିଜୟୀ

ବ୍ରହ୍ମପୁର ମହାନଗର ନିଗମ: ବ୍ରହ୍ମପୁରରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଲେ ସଂଘମିତ୍ରା।

  • UPDATES: ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ବିଜେଡି ପ୍ରାର୍ଥୀ ନିର୍ମଳା ସେଠୀ
  • UPDATES: ବାରିପଦା ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେଡିର ନଗରପାଳ ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ବିଜୟୀ
  • UPDATES: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ପରିଷଦର ଅଧ୍ୟକ୍ଷ ହେଲେ ବିଜେଡିର ଲକ୍ଷ୍ମଣ ମହାନ୍ତ
  • UPDATES: କେନ୍ଦୁଝର ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ବିଜେପିର ନିକୁ ସାହୁ ବିଜୟୀ
  • UPDATES: ପିପିଲି ଏନଏସିରେ ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ
  • UPDATES: ନୂଆପଡ଼ା ଏନଏସିର ଅଧ୍ୟକ୍ଷ ଭାବେ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ

କଟକ : କଟକ ମହାନଗର ନିଗମ ପୋୖର ନିର୍ବାଚନ। ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ। ୧୩୨୧୭ ଖଣ୍ଡ ଭୋଟରେ ଆଗରେ ବିଜେଡି। ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୭୯୨୩ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୨୪୭୦୬ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶ୍ରିତମ ଦାସ ୧୦୯୪୯ ଖଣ୍ଡ ଭୋଟ।

  • UPDATES: ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ: ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଭୁବନେଶ୍ୱରର ବିଜୟୀ କର୍ପୋରେଟର: 
ୱାର୍ଡ ନଂ ୧- ମିହିର ରାଉତ ,ବିଜେଡି, ବିଜୟୀ

ୱାର୍ଡ ନଂ ୨-ମୋନାଲିସା ବେହେରା, ବିଜେଡି,ବିଜୟୀ

ୱାର୍ଡ ନଂ ୩ – ଲକ୍ଷ୍ମୀପ୍ରିୟା ପରିଡା, ବିଜେପି ବିଜୟୀ

ୱାର୍ଡ ନଂ ୪- ସୁକୁମାର ସାହୁ, ବିଜେପି ବିଜୟୀ

ୱାର୍ଡ ନଂ ୫- ମିନୁଶ୍ରୀ ଖୁଣ୍ଟିଆ,ବିଜେଡି ବିଜୟୀ

ୱାର୍ଡ ନଂ ୬-ପ୍ରୀତିନନ୍ଦା ରାଉତରାୟ,ବିଜେଡି, ବିଜୟୀ

ୱାର୍ଡ ନଂ ୭- ପ୍ରୀତିନନ୍ଦା ରାଉତରାୟ ,ବିଜେଡି ବିଜୟୀ

ୱାର୍ଡ ନଂ ୮- ଲାଲମୋହନ ଟୁଡୁ, ବିଜେଡି

ୱାର୍ଡ ନଂ ୯- ଶୁଶୁମା ସାହୁ, ସ୍ୱାଧୀନ

ୱାର୍ଡ ନଂ ୧୦-  ସେକ ନୁର ହାସନ,ବିଜେଡି

ୱାର୍ଡ ନଂ ୧୧-  ପ୍ରଭାସିନୀ ମହାନ୍ତି, ବିଜେଡି

ୱାର୍ଡ ନଂ ୧୨- ଜୟନ୍ତୀ ସାହୁ,ବିଜେଡି

ୱାର୍ଡ ନଂ ୧୩- ,ଇତିଶ୍ରୀ ଦାସ, ସ୍ୱାଧୀନ

ୱାର୍ଡ ନଂ ୧୪- ମୋନାଲିସା ସାହୁ,ବିଜେଡି

ୱାର୍ଡ ନଂ ୧୫-  ପିଙ୍କି ସ୍ବାଇଁ,ସ୍ୱାଧୀନ

ୱାର୍ଡ ନଂ ୧୬-  ଅଚ୍ୟୁତାନନ୍ଦ ସ୍ବାଇଁ,ବିଜେଡି

ୱାର୍ଡ ନଂ ୧୭ –  ବିଜୟୀ, ପୂଜା ମହାରଣା ବିଜେଡି

ୱାର୍ଡ ନଂ ୧୮- ବିପ୍ଳବ ବେହେରା,ବିଜେଡି

ୱାର୍ଡ ନଂ ୧୯- ସ୍ମୃତି ଶିଖା ବରିସଲ,ବିଜେଡି

ୱାର୍ଡ ନଂ ୨୦- ପ୍ରେମାନନ୍ଦ ଜେନା,ବିଜେଡି

ୱାର୍ଡ ନଂ ୨୨-  ମଞ୍ଜୁଲତା କଂହର, ବିଜେଡି

ୱାର୍ଡ ନଂ ୨୩-  କିରଣ ଵାଲା ମାଝି, ବିଜେଡି

ୱାର୍ଡ ନଂ ୨୪-  ଦୀପକ ମିଶ୍ର,ସ୍ୱାଧୀନ

ୱାର୍ଡ ନଂ ୨୫- ମାନସୀ ରାଣୀ ସୁନ୍ଦରାୟ,ବିଜେଡି

ୱାର୍ଡ ନଂ ୨୬-ଭାରତୀ ସିଂ,ବିଜେଡି,ବିଜୟୀ

ୱାର୍ଡ ନଂ ୨୭ – ଶୁଭ୍ରଅସୁ ପଟ୍ଟନାୟକ,ବିଜେଡି

ୱାର୍ଡ ନଂ ୨ ୮- ଝରଣା ପତି,ବିଜେଡି ,ବିଜେଡି

ୱାର୍ଡ ନଂ ୨୯-  ଅପରୂପ ନାରାୟଣ ରାଉତ, ବିଜେପି

ୱାର୍ଡ ନଂ ୩୦ – ରାଜକିଶୋର ଦାସ ବିଜୟୀ,

ୱାର୍ଡ ନଂ ୩୧-  କୁମାରେନ୍ଦ୍ର ମହାପାତ୍ର,ବିଜେଡି

ୱାର୍ଡ ନଂ ୩୨-  ଶ୍ରୀଧର ଜେନା ,ବିଜେଡି,

ୱାର୍ଡ ନଂ ୩୩ – ଧରିତ୍ରୀ ଜେନା,ବିଜେପି

ୱାର୍ଡ ନଂ  ୩୪- ପୁଷ୍ପାଞ୍ଜଳି ସେଠୀ,ବିଜେଡି

ୱାର୍ଡ ନଂ ୩୫- ରଞ୍ଜୁଲତା ରାୟ,ବିଜେଡି,ବିଜୟୀ

ୱାର୍ଡ ନଂ ୩୬-ଅଲିଅଳି ମଲିକ,ବିଜେଡି,ବିଜୟୀ

ୱାର୍ଡ ନଂ ୩୭-ବନ୍ଦିତା ପାଲ, ସ୍ୱାଧୀନ,ବିଜୟୀ

ୱାର୍ଡ ନଂ ୩୮-ପଦ୍ମଜା ପ୍ରିୟଦର୍ଶିନୀ ଜେନା,ବିଜେଡି,ବିଜୟୀ

ୱାର୍ଡ ନଂ ୩୯-ଗୀତାଞ୍ଜଳି ସାହୁ,ବିଜେପି,ବିଜୟୀ

ୱାର୍ଡ ନଂ ୪୦-ଆସିୟା ବେଗମ,ବିଜେଡି,ବିଜୟୀ

ୱାର୍ଡ ନଂ ୪୧-କବିତା ସ୍ୱାଇଁ,ବିଜେଡି,ବିଜୟୀ

ୱାର୍ଡ ନଂ ୪୨-  ଆଶିଷ କୁମାର ପଟନାୟକ, ବିଜେଡି

ୱାର୍ଡ ନଂ ୪୩ – ଭରତ କୁମାର ଲେଙ୍କା, ବିଜେଡି

ଓ୍ବାର୍ଡ ନଂ ୪୪- ଅଜିତ୍ ବେହେରା, ବିଜେଡି ବିଜୟୀ

ଓ୍ବାର୍ଡ ନଂ ୪୫- ଅମରେଶ ଜେନା, ବିଜେଡି ବିଜୟୀ

ଓ୍ବାର୍ଡ ନଂ ୪୬- ପୁଷ୍ପା ରାଉତ, ସ୍ବାଧୀନ ବିଜୟୀ

ଓ୍ବାର୍ଡ ନଂ ୪୭- ସମିତା ମହାନ୍ତି, ବିଜେଡି ବିଜୟୀ

ଓ୍ବାର୍ଡ ନଂ ୪୮- ସୁଚିତ୍ରା ପାତ୍ର, ବିଜେପି ବିଜୟୀ

ୱାର୍ଡ ନଂ ୪୯- ସଂଯୁକ୍ତା ସୁନ୍ଦରରାୟ.ବିଜେଡି

ୱାର୍ଡ ନଂ ୫୦ –  ରାମଚନ୍ଦ୍ର ରଣସିଂହ,ବିଜେପି

ୱାର୍ଡ ନଂ  ୫୧-  ବିନୋୟନୀ ଜେନା,ବିଜେଡ଼ି

ୱାର୍ଡ ନଂ ୫୩-  ମହମାୟା ସ୍ବାଇଁ, ବିଜେଡି

ୱାର୍ଡ ନଂ ୫୪ – ଶିବପ୍ରସାଦ ବେହେରା, ବିଜେଡି

ୱାର୍ଡ ନଂ ୫୫- ନୃପେସ ନାୟକ,ବିଜେଡି

ୱାର୍ଡ ନଂ ୫୬ – କେ ଶାନ୍ତି, ବିଜେଡି

ୱାର୍ଡ ନଂ ୫୭ –  ସନ୍ତୋଷ କୁମାର ସିଂହ, ବିଜେଡି

ୱାର୍ଡ ନଂ ୫୮ – ନମିତା ମହାପାତ୍ର, ସ୍ୱାଧୀନ

ଓ୍ବାର୍ଡ ନଂ ୫୯ -ବିରଞ୍ଚୀ ମହାସୁପକାର, ବିଜେଡି ବିଜୟୀ

ୱାର୍ଡ ନଂ ୬୦-  ଚନ୍ଦ୍ରଶେଖର ମଳିଆ,ସ୍ଵାଧୀନ

ଓ୍ବାର୍ଡ ନଂ ୬୧ -ଶିବନାରାୟଣ ରାୟ , ବିଜେଡି ବିଜୟୀ

ଓ୍ବାର୍ଡ ନଂ ୬୨ -ଚାରୁଲତା ସାମନ୍ତରାୟ, ବିଜେଡି ବିଜୟୀ

ୱାର୍ଡ ନଂ ୬୩ – ସୁଜାତା ଛୋଟରାୟ ,ବିଜେପବିଜୟୀ

ୱାର୍ଡ ନଂ ୬୪ -ସହିବା ମୁସାଫର ,ବିଜେଡି ବିଜୟୀ

ୱାର୍ଡ ନଂ ୬୫ -ରଶ୍ମିରଞ୍ଜନ ପାଟ୍ଟଶାଣୀ , ସ୍ୱାଧୀନ ବିଜୟୀ

ୱାର୍ଡ ନଂ ୬୬ – ଛବି ଦାସ, ବିଜେଡି ବିଜୟୀ

ୱାର୍ଡ ନଂ ୬୭-  ମଧୁସ୍ମିତା ପ୍ରଧାନ, ବିଜେପି ବିଜୟୀ

  • UPDATES: ପୌରାଧ୍ୟକ୍ଷ: ସୁନ୍ଦରଗଡ଼ ରାଜଗାଙ୍ଗପୁର ପୌର ପାଳିକାରେ ବିଜେଡି ପ୍ରାର୍ଥୀ ମାଧୁରୀ ଲୁଗୁନ ବିଜୟୀ
  • UPDATES: ପୌରାଧ୍ୟକ୍ଷ: ସୁନ୍ଦରଗଡ଼ ପୌରପାଳିକାରେ ବିଜେପି ୧୨୩୫ ଭୋଟରେ ବିଜୟୀ
  • UPDATES: ପୌରାଧ୍ୟକ୍ଷ: ସୁନ୍ଦରଗଡ ବୀରମିତ୍ରପୁର ମ୍ୟୁନିସିପାଲିଟିରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ମହାନଗର ମେୟର ନିର୍ବାଚନରେ ବିଜେଡିର ସୁଲୋଚନା ଦାସ ଆଗୁଆ। ତାଙ୍କୁ ମଳିଛି ୩୦୯୮୯ ଖଣ୍ଡ ଭୋଟ। ଦ୍ବିତୀୟରେ ବିଜେପିର ସୁନୀତି ମୁଣ୍ଡ, ତାଙ୍କୁ ମିଳିଛି ୨୧୭୯୨  ଖଣ୍ଡ ଭୋଟ। ୩ୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ଯ, ତାଙ୍କୁ ମିଳିଛି ୧୪୧୯ ଖଣ୍ଡ ଭୋଟ।

କଟକ : ଚତୁର୍ଥ,ପଞ୍ଚମ,ଷଷ୍ଠ, ସପ୍ତମ ରାଉଣ୍ଡ ପରେ ବି କଟକ ମହାନଗର ମେୟର ନିର୍ବାଚନରେ ବିଜେଡି ଆଗୁଆ। ବର୍ତ୍ତମାନ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂହ ୬୯୨୦ଖଣ୍ଡ ଭୋଟରେ ଆଗୁଆ । ସୁବାସ ସିଂହଙ୍କୁ ମିଳିଛି ୨୪,୨୮୩ ଭୋଟ୍ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୧୭,୩୬୩ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୭୮୯୬ ଭୋଟ୍ ।

  • UPDATES: ପୌରାଧ୍ୟକ୍ଷ- ଅନୁଗୁଳରେ ବିଜେଡିର ଅକ୍ଷୟ ସାମନ୍ତ ବିଜୟୀ
  • UPDATES:ପୌରାଧ୍ୟକ୍ଷ- ରଣପୁରରେ ବିଜେଡିର ରଙ୍ଗୀନ୍ ମହାନ୍ତି ବିଜୟୀ
  • UPDATES: ପୌରାଧ୍ୟକ୍ଷ- ପାରଳାଖେମୁଣ୍ଡିରେ ବିଜେଡିର ନିର୍ମଳା ସେଠୀ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ସୋରରେ ବିଜେପିର ମାଧବ ଧଡା ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ରାଣୀ ହାତୀ ବିଜୟୀ
  • UPDATES:  ପୌରାଧ୍ୟକ୍ଷ-ଜୟପୁରରେ କଂଗ୍ରେସ ପ୍ରାର୍ଥୀ ବିଜୟୀ
  • UPDATES:  ପୌରାଧ୍ୟକ୍ଷ-ଖଣ୍ଡପଡାରେ ବିଜେଡି ପ୍ରାର୍ଥୀ ଆରତୀ ପ୍ରଧାନ ବିଜୟୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଆଗୁଆ । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୨୭,୩୬୧ ଭୋଟ୍ । ଦ୍ୱିତୀୟ ସ୍ଥାନରେ ବିଜେପି ମେୟର ପ୍ରାର୍ଥୀଙ୍କୁ ୨୦,୭୩୬ ଭୋଟ୍ । ତୃତୀୟ ସ୍ଥାନରେ କଂଗ୍ରେସ ମେୟର ପ୍ରାର୍ଥୀଙ୍କୁ ୩୨୭୦ ଭୋଟ୍ ।

  • UPDATES: ପୌରାଧ୍ୟକ୍ଷ-ଗୁଡାରୀ NACରେ ବିଜେଡିର ଶର୍ମିଷ୍ଠା ଶବର ବିଜୟୀ
  • UPDATES: ପୌରାଧ୍ୟକ୍ଷ-ସୋରଡ଼ା NACରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଦିଗପହଣ୍ଡି NACରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଚିକିଟି NACରେ ବିଜେଡିର ଦୀପା ସାହୁ ବିଜୟୀ
  • UPDATES: ପୌରାଧ୍ୟକ୍ଷ-କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ପ୍ରଦ୍ୟୁତ୍‌ ମହାନ୍ତି ବିଜୟୀ
  • UPDATES: ପୌରାଧ୍ୟକ୍ଷ-ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡିର ସଙ୍ଗୀତା ପିଙ୍ଗୁଆ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ରେଢ଼ାଖୋଲରେ ବିଜେପି ପ୍ରାର୍ଥୀ ଶିବରାମ ସାହୁ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଦେବଗଡ଼ ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ପଦ୍ମପୁର NACରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ବାଗ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଉଦଳା NACରେ ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ
  • UPDATES: ପୌରାଧ୍ୟକ୍ଷ-କରଞ୍ଜିଆ NACରେ ବିଜେଡି ପ୍ରାର୍ଥୀ ପପି ପୃଷ୍ଟି ବିଜୟୀ
  • UPDATES: ପୌରାଧ୍ୟକ୍ଷ: ଦେବଗଡ଼ ପୌରାଧ୍ୟକ୍ଷା ହେଲେ ବିଜେଡିର ଶାନ୍ତିମଞ୍ଜରୀ ଦେଇ
  • UPDATES: ଭୁବନେଶ୍ବର-କଟକ-ବ୍ରହ୍ମପୁରରେ ଭୋଟ ଗଣତି ଜାରି, ଶାସକ ଦଳ ସବୁଠି ଆଗରେ
  • UPDATES: ପୌରାଧ୍ୟକ୍ଷ: ଢେଙ୍କାନାଳ  ଭୁବନ ଏନଏସିରେ ବିଜେଡିର ଶୁଭେନ୍ଦୁ ସାହୁ ବିଜୟୀ

କଟକ: ସିଏମସି ମେୟର ଭୋଟ ଗଣତି । ତୃତୀୟ ରାଉଣ୍ଡ ପରେ ବିଜେଡି ଆଗୁଆ।

  • UPDATES: ପୌରାଧ୍ୟକ୍ଷ: ବେଲପାହାଡ଼ NACରେ କଂଗ୍ରେସ ପ୍ରାର୍ଥୀ ନିମାଇ ଚରଣ ପଣ୍ଡା ବିଜୟୀ
  • UPDATES: ପୌରାଧ୍ୟକ୍ଷ: ବରପାଲି NACରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହିର ବିଜୟୀ
  • UPDATES: ପୌରାଧ୍ୟକ୍ଷ: ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ
  • UPDATES: ପୌରାଧ୍ୟକ୍ଷ: ମାଲକାନଗିରି ଜିଲ୍ଲା ବାଲିମେଳାରେ ବିଜେପିର ପ୍ରଦୀପ ନାଏକ ବିଜୟୀ
  • UPDATES: ପୌରାଧ୍ୟକ୍ଷ: ବାଲେଶ୍ବର ନୀଳଗିରି ଏନ୍‌ଏସିରେ ବିଜେପି ପ୍ରାର୍ଥୀନୀ ଅର୍ଚନା ସେଠୀ ବିଜୟୀ
  • UPDATES: ପୌରାଧ୍ୟକ୍ଷ:ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ବିଜୟୀ
  • UPDATES: ପୌରାଧ୍ୟକ୍ଷ: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥୀନୀ ସ୍ମିତାରାଣୀ ମହାନ୍ତି ବିଜୟୀ
  • UPDATES: ପୌରାଧ୍ୟକ୍ଷ : ରେଢ଼ାଖୋଲରେ ବିଜେପିର ଶିବରାମ ସାହୁ ବିଜୟୀ
  • UPDATES: ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ 
  • UPDATES: ଜୁନାଗଡ଼ ଏନ୍ଏସିରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ
  • UPDATES: ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ବିଜୟୀ
  • UPDATES: ପୌରାଧ୍ୟକ୍ଷ-କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ
  • UPDATES: ପୌରାଧ୍ୟକ୍ଷ-କାମାକ୍ଷାନଗରରେ ବିଜେଡି ପ୍ରାର୍ଥୀ ୬୪୬୩ ଭୋଟ୍‌ରେ ବିଜୟୀ
  • UPDATES: ପୌରାଧ୍ୟକ୍ଷ-କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ
  • UPDATES: ପୌରାଧ୍ୟକ୍ଷ- କୋରାପୁଟ ଜିଲ୍ଲା କୋଟପାଡରେ କଂଗ୍ରେସ ପ୍ରାର୍ଥୀ ଏମ୍ ଶଙ୍କର ରାଓ ବିଜୟୀ

କଟକ ମହାନଗର ମେୟର ନିର୍ବାଚନର ଦ୍ଵିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଆଗୁଆ । ଗିରିବାଳା ବେହେରାଙ୍କୁ ମିଳିଛି ୫୯୪୯ ଭୋଟ୍ । ଦ୍ୱିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୨୩୦୬ ଭୋଟ୍ ।

  • UPDATES: ପୌରାଧ୍ୟକ୍ଷ-ନୟାଗଡରେ ବିଜେଡିର ନିରୁପମା ଖଟେଇ ବିଜୟୀ
  • UPDATES:ପୌରାଧ୍ୟକ୍ଷ- ବିନିକାରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ
  • UPDATES: ପୌରାଧ୍ୟକ୍ଷ- କୋଣାର୍କରେ ବିଜେଡିର ସଂଯୁକ୍ତା ତ୍ରିପାଠୀ ବିଜୟୀ
  • UPDATES: ସୁନ୍ଦରଗଡ଼ ବୀରମିତ୍ରପୁର ପୌରପାଳିକା ୱାର୍ଡ ୧ ଓ ୩ରେ ବିଜେଡି ବିଜୟୀ, ୱାର୍ଡ ୨ ବିଜେପି ବିଜୟୀ

 ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ଯାୟରେ କଟକ ମହାନଗର ନିଗମ ମେୟର ଦୌଡରେ ଥିବା ବିଜେଡି ପ୍ରାର୍ଥୀ ସୁବାଷ ସିଂ ଆଗୁଆ। ଭୁବନେଶ୍ବର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ଆଗୁଆ।

  • UPDATES: ପୌରାଧ୍ୟକ୍ଷ- ବୌଦ୍ଧ ଜିଲ୍ଲା ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ
  • UPDATES: ପୌରାଧ୍ୟକ୍ଷ- ବରଗଡ ବିଜେପୁରରେ ବିଜେଡିର ସୀତା ବାରିକ ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଯାଜପୁର ଜିଲ୍ଲା ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଯାଜପୁର ଜିଲ୍ଲା ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ
  • UPDATES: ପୌରାଧ୍ୟକ୍ଷ-ଯାଜପୁର ଜିଲ୍ଲା ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ

 

  • UPDATES: ପୌରାଧ୍ୟକ୍ଷ- ବରଗଡ଼ ଜିଲ୍ଲା ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ
  • UPDATES: ପୌରାଧ୍ୟକ୍ଷ- ବରଗଡ଼ ଜିଲ୍ଲା ବରପାଲିରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହୀର ଆଗୁଆ
  • UPDATES: ପୌରାଧ୍ୟକ୍ଷ- ବରଗଡ ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ଆଗୁଆ
  • UPDATES: ପୌରାଧ୍ୟକ୍ଷ- ପିପିଲିରେ ବିଜେଡିର ଏସ୍. କେ.ବାବୁ ଆଗୁଆ
  • UPDATES: ପୌରାଧ୍ୟକ୍ଷ- ଅନୁଗୁଳରେ ବିଜେଡିର ଅକ୍ଷୟ ସାମନ୍ତ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ନୟାଗଡାରେ ବିଜେଡିର  ନିରୂପମା ଖଟେଇ ଆଗୁଆ
  • UPDATES: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଗୋବିନ୍ଦ ପ୍ରଧାନ ଆଗୁଆ
  • UPDATES: ପୌରାଧ୍ୟକ୍ଷ-କଳାହାଣ୍ଡି ଜିଲ୍ଲା କେସିଙ୍ଗାର ବିଜେଡିର ନୃପରାଜ ଯାଦବ ଆଗୁଆ
  • UPDATES: ପୌରାଧ୍ୟକ୍ଷ-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ବିଜେପିର ମୁକେଶ ଅଗ୍ରୱାଲ ଆଗୁଆ
  • UPDATES: ପୌରାଧ୍ୟକ୍ଷ-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେପିର ବିନିତା ଦାସ ଆଗୁଆ

ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୨୨୩ ଆସନରେ ବିଜେଡି ଆଗୁଆ ଥିବାବେଳେ ୩୪ ଆସନରେ ବିଜେପି ଆଗୁଆ । ୧୪ ଆସନରେ କଂଗ୍ରେସ ଓ ୧୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛି ।

  • UPDATES: ପୌରାଧ୍ୟକ୍ଷ-ଯାଜପୁର ଜିଲ୍ଲା ,ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଞ୍ଜୁଲତା ହୋତା ଆଗୁଆ
  • UPDATES: ପୌରାଧ୍ୟକ୍ଷ-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ଆଗୁଆ
  • UPDATES: ପୌରାଧ୍ୟକ୍ଷ-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡିର ହେମନ୍ତ ସାହୁ ଆଗୁଆ
  • UPDATES: ପୌରାଧ୍ୟକ୍ଷ- କେନ୍ଦ୍ରାପଡାରେ ବିଜେଡିର ସରିତା ସାହୁ ଆଗୁଆ
  •  UPDATES: ପୌରାଧ୍ୟକ୍ଷ-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ
  • UPDATES: ପୌରାଧ୍ୟକ୍ଷ- ବଲାଙ୍ଗିର କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ
  • UPDATES: ପୌରାଧ୍ୟକ୍ଷ-ବୌଦ୍ଧ ଜିଲ୍ଲା ବୌଦ୍ଧ ଏନ୍ଏସିରେ କଂଗ୍ରେସର ଗଣେଶ ଅଗ୍ରୱାଲ୍‌ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେଡିର ପ୍ରବିତ୍ର ଭୂତିଆ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ବରଗଡ଼ ଜିଲ୍ଲା ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ
  • UPDATES: ପୌରାଧ୍ୟକ୍ଷ-କଟକ ଜିଲ୍ଲା ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ଆଗୁଆ
  • UPDATES: ପୌରାଧ୍ୟକ୍ଷ-ବାଲେଶ୍ୱର ଜିଲ୍ଲା ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ

ପୌର ନିର୍ବାଚନ ଫଳାଫଳ ୨୦୨୨ : ୧୦୯ଟି ପୌରାଧ୍ୟକ୍ଷ ଆସନ ମଧ୍ଯରୁ ପ୍ରାରମ୍ଭରୁ ସାମ୍ନାକୁ ଆସିଛି ୨୦ଟିର ଟ୍ରେଣ୍ଡ । ୧୬ଟିରେ ଆଗୁଆ ବିଜେଡି । ଏହାସହିତ ୩ଟିରେ ବିଜେପି ଆଗୁଆ । କଂଗ୍ରେସ ଏଯାଏ ଖାତା ଖୋଲିନଥିବା ବେଳେ ସ୍ବାଧୀନ ଗୋଟିଏରେ ଆଗୁଆ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.